Overbridge Project Faces Questions: କେବେ ଶେଷ ହେବ ରକ୍ସି ଫ୍ଲାଏ ଓଭର ବ୍ରିଜ୍ କାମ; ଅତିଷ୍ଠ କଲାଣି ଧୂଳି ସାଙ୍ଗକୁ ପ୍ରବଳ ରାସ୍ତା ଜାମ

Nov 22, 2026 - 19:43
Overbridge Project Faces Questions: କେବେ ଶେଷ ହେବ ରକ୍ସି ଫ୍ଲାଏ ଓଭର ବ୍ରିଜ୍ କାମ; ଅତିଷ୍ଠ କଲାଣି ଧୂଳି ସାଙ୍ଗକୁ ପ୍ରବଳ ରାସ୍ତା ଜାମ

କେବେ ଶେଷ ହେବ ସୁନ୍ଦରଗଡ ଜିଲ୍ଲା କୋଇଡା ବ୍ଲକ ୫୨୦ ନମ୍ବର ଜାତୀୟ ରାଜପଥ ରକ୍ସି ପ୍ଳାଏ ଓଭର ବ୍ରିଜ୍ କାର୍ଯ୍ୟ।

ଦୀର୍ଘ ଦୁଇବର୍ଷ ଧରି ପ୍ଲାଏ ଓଭର ବ୍ରିଜର ନିର୍ମାଣ କାର୍ଯ୍ୟ ଚାଲିଛି।

ଦୁଇ ବର୍ଷରେ ୫୦ ପ୍ରତିଶତ କାର୍ଯ୍ୟ ଶେଷ ହୋଇନଥିବା ଅଭିଯୋଗ ହୋଇଛି।

ନିର୍ମାଣ କାମ ମନ୍ଥର ଗତିରେ ଚାଲୁଥିବା ବେଳେ ସଂପୃକ୍ତ ଠିକା ସଂସ୍ଥାର ମନମାନି ଓ ବେପରୁଆ କାର୍ଯ୍ୟ ପାଇଁ ପଥଚାରୀ ଓ ସ୍ଥାନୀୟ ବାସିନ୍ଦା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି।

Advertisment ସେପଟେ ସମ୍ପୃକ୍ତ ଠିକା ସଂସ୍ଥାର ମନ୍ଥର କାର୍ଯ୍ୟ ଓ NHI କର୍ମଚାରୀଙ୍କ ନୀରବତା ଯୋଗୁଁ ବ୍ରିଜ୍ କାର୍ଯ୍ୟ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ଶେଷ ହେବାରେ ବାଧା ଉପୁଜୁଥିବା ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା କହିଛନ୍ତି।

ଏନେଇ ବାରମ୍ବାର ଠିକା ସଂସ୍ଥା ଓ NHI କତୃପକ୍ଷ ଙ୍କୁ ଯୋଗାଯୋଗ କରିଥିଲେ ସୁଦ୍ଧା କୌଣଷି ପ୍ରତିକ୍ରିୟା ମିଳିପାରି ନାହିଁ।

କେବେ ଶେଷ ହେବ ରକ୍ସି ଫ୍ଲାଏ ଓଭର ବ୍ରିଜ୍ କାମ ଅତିଷ୍ଠ କଲାଣି ଧୂଳି ସାଙ୍ଗକୁ ପ୍ରବଳ ରାସ୍ତା ଜାମ ସମ୍ବଲପୁର ୫୨୦ନମ୍ବର ଜାତୀୟ ରାଜପଥରେ ଚାଲିଛି ବ୍ରିଜ୍ କାମ Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)