OSSC CBT Exams Begins କନିଷ୍ଠ ସହାୟକ ଓ କନିଷ୍ଠ କିରାଣୀ ପଦବି ପାଇଁ ସିବିଟି ପରୀକ୍ଷା ଆରମ୍ଭ

Nov 25, 2026 - 18:47
OSSC CBT Exams Begins କନିଷ୍ଠ ସହାୟକ ଓ କନିଷ୍ଠ କିରାଣୀ ପଦବି ପାଇଁ ସିବିଟି ପରୀକ୍ଷା ଆରମ୍ଭ

ଭୁବନେଶ୍ୱର: ବାତ୍ୟା ଯୋଗୁଁ ରାଜ୍ୟ ସିଲେକ୍‌ସନ୍‌ ବୋର୍ଡର (ଓଏସ୍‌ଏସ୍‌ବି)ର କନିଷ୍ଠ ସହାୟକ ଓ କନିଷ୍ଠ କିରାଣୀ ପରୀକ୍ଷା ସମୟକୁ ଘୁଞ୍ଚାଯାଇଥିଲା।

ଆଜି (ବୁଧବାର) ଠାରୁ ସିବିଟି ପରୀକ୍ଷା (Computer Based Test - CBT) ଆରମ୍ଭ ହୋଇଯାଇଛି।

Advertisment OSSC office is closed: ଓଏସ୍‌ଏସ୍‌ସି କାର୍ଯ୍ୟାଳୟ ଘେରିଲେ ଆଶାୟୀ ବୋର୍ଡ ପକ୍ଷରୁ ଜାରି ସୂଚନାନୁସାରେ, ନଭେମ୍ବର ୨୫, ୨୭, ଡିସେମ୍ବର ୧, ୨, ୩ ଓ ୪ ତାରିଖରେ ସିବିଟି ପରୀକ୍ଷା ଅନୁଷ୍ଠିତ ହେବ।

ପ୍ରତ୍ୟେକ ଦିନ ୩ ଟି ସିଫ୍ଟରେ ଏହି ପରୀକ୍ଷା ଅନୁଷ୍ଠିତ ହେବ।

ରାଜ୍ୟର ସମୁଦାୟ ୭୯ ଟି ସେଣ୍ଟରରେ ୧,୧୬,୨୬୬ ଜଣ ପରୀକ୍ଷାର୍ଥୀମାନେ ପରୀକ୍ଷା ଦେବା ପାଇଁ ବ୍ୟବସ୍ଥା କରାଯାଇଛି।

Staff Selection Commission: ଷ୍ଟାଫ ସିଲେକ୍ସନ୍‌ କମିସନ ନିଯୁକ୍ତି ବିଜ୍ଞପ୍ତିକୁ ବିରୋଧ: ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଲେ ହାଇକୋର୍ଟ ସୂଚନାଯୋଗ୍ୟ ଯେ, ବିଭିନ୍ନ ସରକାରୀ ଅନୁଷ୍ଠାନ, ବିଶ୍ୱ ବିଦ୍ୟାଳୟ, ସରକାରୀ ଓ ଅନୁଦାନ ପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟରେ ଖାଲି ପଡ଼ିଥିବା ୮୮୩ଟି ଜୁନିୟର ଆସିଷ୍ଟାଣ୍ଟ (କନିଷ୍ଠ ସହାୟକ) ଓ ଜୁନିୟର କ୍ଲର୍କ (କନିଷ୍ଠ କିରାଣୀ) ପଦବିରେ ନିଯୁକ୍ତି ପାଇଁ ଷ୍ଟେଟ୍ ସିଲେକ୍ସନ ବୋର୍ଡ଼ ପକ୍ଷରୁ ସିବିଟି ପରୀକ୍ଷା ଅନୁଷ୍ଠିତ ହେଉଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)