Odisha's judiciary: ଓଡ଼ିଶାର ନ୍ୟାୟାଳୟ ଇତିହାସରେ ପ୍ରଥମ ଘଟଣା: ମାମଲାର ମାତ୍ର ୧୭ ଦିନରେ ବିଚାର ପ୍ରକ୍ରିୟା ଶେଷ

Sep 25, 2026 - 15:27
Odisha's judiciary: ଓଡ଼ିଶାର ନ୍ୟାୟାଳୟ ଇତିହାସରେ ପ୍ରଥମ ଘଟଣା: ମାମଲାର ମାତ୍ର ୧୭ ଦିନରେ ବିଚାର ପ୍ରକ୍ରିୟା ଶେଷ

"ଭୁବନେଶ୍ବର: ଓଡ଼ିଶାର ନ୍ୟାୟାଳୟ ଇତିହାସରେ ଘଟିଛି ପ୍ରଥମ ଘଟଣା।

ରେଙ୍ଗାଲି ଥାନାରେ ରୁଜୁ ହୋଇଥିବା ମାମଲାର ମାତ୍ର ୧୭ ଦିନରେ ବିଚାର ପ୍ରକ୍ରିୟା ଶେଷ ସହ ମୋବାଇଲ ଚୋରକୁ ୧୦ ମାସ ଜେଲ ଦଣ୍ଡ ଶୁଣାଇଲେ ଲଖନପୁର ଜେଏମ୍ଏଫସି କୋର୍ଟ।

ପୂର୍ବରୁ ୧୮ ଦିନରେ ଭୁବନେଶ୍ବର ଜେଏମ୍ଏଫସି କୋର୍ଟରେ ହୋଇଥିବା ରେକର୍ଡ ଭଙ୍ଗ।

Advertisment ସୂଚନାଯୋଗ୍ୟ,  ଅଭିଯୁକ୍ତ ସନାତନ କିସାନ(୨୬)ଝାରସୁଗୁଡ଼ା ଜିଲ୍ଲାର ରେଙ୍ଗାଲି ଥାନା ଅନ୍ତର୍ଗତ ଦେହେରିଢିପା ଗାଁର ହୋଇଥିବା ବେଳେ ଚଳିତ ମାସ ୮ ତାରିଖରେ ଏକ ମୋବାଇଲ ଦୋକାନରୁ ସେ ଚୋରି କରିଥିବା ନେଇ ୯ ତାରିଖରେ ମାମଲା ରୁଜୁ ହୋଇଥିଲା।

ମାତ୍ର ୧୭ ଦିନରେ ଲଖନପୁର ଜେଏମ୍ଏଫସି କୋର୍ଟରେ ଏହାର ବିଚାର ପ୍ରକ୍ରିୟା ଶେଷ ହୋଇ ଆଜି ରାୟ ପ୍ରକାଶ ପାଇଛି।

ଅଭିଯୁକ୍ତ ସନାତନକୁ ବିଏନ୍ଏସର ୩ଟି ଦଫାରେ ସର୍ବମୋଟ ୧୦ ମାସ ଜେଲଦଣ୍ଡ ଶୁଣାଇଛନ୍ତି ମାନ୍ୟବର ଜେଏମ୍ଏଫସି ଜୟା ରାୟ।

ଯାଜପୁରରେ ଭିଜିଲାନ୍ସ ଜାଲରେ ଜୁନିଅର ରେଭିନ୍ୟୁ ଆସିଷ୍ଟାଣ୍ଟ ପ୍ରସନ୍ନ ସାହାଣୀ, ୪୦ ହଜାର ଟଙ୍କା ଲାଞ୍ଚ ଜବତ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)