Horoscope 2026 October 22: ଜାଣନ୍ତୁ ଆଜିର ରାଶିଫଳ...

Oct 22, 2026 - 00:15
Horoscope 2026 October 22: ଜାଣନ୍ତୁ ଆଜିର ରାଶିଫଳ...

"‌ମେ‌ଷ: ଶୁଭ ସନ୍ଦେଶ ପାଇବା ଯୋଗୁଁ ସାରାଦିନ ପ୍ରସନ୍ନ ରହିବେ।

ଅଫିସରେ ଅଧିକ ସମୟ କାମ କରିବେ।

ପରିବାରଜନଙ୍କ ସହିତ ସୁଖଦ ସମୟ ଅତିବାହିତ କରିବେ।

ଇଲେକ୍ଟ୍ରୋନିକ୍ସ ଜିନିଷ କିଣିବା ଲାଗି ଭଲ ସମୟ। ‌Advertisment     ବୃଷ: ନୂଆ ବିଚାରରେ କାମ କଲେ ଅଧିକ ଲାଭ ପାଇବେ।

ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ଆପଣଙ୍କ ପାଇଁ ଲାଭଦାୟକ ରହିବ।

ଆଳସ୍ୟ ପାଇଁ କୌଣସି କାମ ଟାଳିବାର ପ୍ରୟାସ କରନ୍ତୁନାହିଁ। ‌     ମିଥୁନ: ଚାକିରି ପାଇଁ କୌଣସି ଅଧିକାରୀଙ୍କ ସହଯୋଗ ପାଇବେ।

ରାଜନୀତିରେ ଆପଣ କିଛି ନୂଆ ଅନୁଭବ ପାଇବେ।

ପରିବାରରେ ସୁଖଶାନ୍ତି ରହିବ।

ବ୍ୟବସାୟରେ ଉନ୍ନତି ହେବ।

କର୍କଟ: ଅନାବଶ୍ୟକ ଖର୍ଚ୍ଚ କମ୍ କଲେ ଆପଣଙ୍କର ଆର୍ଥିକ ସମସ୍ୟାର ସମାଧାନ ହୋଇପାରେ।

କାରବାରରେ ବ୍ୟବସ୍ଥା ବ୍ୟବସ୍ଥିତ ରହିବ।

ଜୀବନସାଥୀର ଭାବନାକୁ ସମ୍ମାନ କରନ୍ତୁ।

ଛାତ୍ରଙ୍କ ଲାଗି ଦିନଟି ଭଲ।

ସିଂହ: ଆପଣଙ୍କ ବିନମ୍ର ବ୍ୟବହାରରେ ସମସ୍ତଙ୍କ ହୃଦୟ ଜିଣିନେବେ।

ବ୍ୟକ୍ତିଗତ କାର୍ଯ୍ୟକୁ ସହଜ ଉପାୟରେ ସଂପୂର୍ଣ୍ଣ କରିବେ।

ଖର୍ଚ୍ଚ କରିବା ସମୟରେ ଆର୍ଥିକ ସ୍ଥିତି ଉପରେ ଧ୍ୟାନ ରଖନ୍ତୁ।

ଦୂରସ୍ଥାନକୁ ଯାତ୍ରାରେ ଯିବେ। ‌ କନ୍ୟା: ଚାକିରିଜୀବୀ ନୂଆ ପ୍ରୋଜେକ୍ଟ ପାଇପାରନ୍ତି।

ସଫଳତାର ଭଲ ଅବସର ଅତି ଶୀଘ୍ର ପାଇବେ।

ଜୀବନସାଥୀ ସହ ସମ୍ବନ୍ଧକୁ ନେଇ ଅଧିକ ଭାବୁକ ହେବେ।

ଛାତ୍ରଛାତ୍ରୀ ଲେଖାପଢ଼ାରେ ଅଧିକ ପରିଶ୍ରମ କରନ୍ତୁ।

ଆହୁରି ପଢ଼ନ୍ତୁ- Taiwan: ଆମେରିକୀୟ ଜେନେରାଲ ବାର୍ଷିକ ସାମରିକ ଅଭ୍ୟାସ ପର୍ଯ୍ୟବେକ୍ଷଣ ପାଇଁ ଆସିଥାନ୍ତି ତାଇୱାନ: ଗୁପ୍ତ ତଥ୍ୟ ପ୍ରକାଶ ତୁଳା: ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟାରେ ସମାଧାନ ପାଇବେ।

ଯୁବାବର୍ଗ କୌଣସି କଥାକୁ ନେଇ ଉତ୍ସାହିତ ରହିବେ।

ଋଣ ପରିଶୋଧ କରିବେ।

ପ୍ରିୟଜନ ମିଳନ।

ମନପସନ୍ଦ ବସ୍ତୁ ମିଳିବା ଯୋଗୁଁ ମନ ପ୍ରସନ୍ନ ରହିବ।

ବିଛା: କାରବାରରେ ନୂଆ ଗତିବିଧି ଉପରେ କାମ କରିବା ଲାଗି ଦିନଟି ଭଲ।

ଅଫିସରେ ସହକର୍ମୀଙ୍କ ସାହାଯ୍ୟ ପାଇବେ।

ପୂର୍ବରୁ ଦେଇଥିବା ପ୍ରତିଯୋଗୀ ପରୀକ୍ଷାରେ ଭଲ ଫଳ ପାଇବେ।

ଧନୁ: ବରିଷ୍ଠଙ୍କ ମାର୍ଗଦର୍ଶନ ମିଳିବା ଯୋଗୁଁ କୌଣସି ମହତ୍ବପୂର୍ଣ୍ଣ ନିର୍ଣ୍ଣୟ ନେବା ସହଜ ହେବ।

ପରିଶ୍ରମ ପାଇଁ ଆପଣଙ୍କ କାରବାର ବୃଦ୍ଧି ହେବ।

ଆପଣଙ୍କର ମହତ୍ବପୂର୍ଣ୍ଣ କଥା କାହାରିକୁ କହନ୍ତୁ ନାହିଁ।

ମକର: ଅଫିସରେ ଆପଣଙ୍କ କାମରେ କର୍ତ୍ତୃପକ୍ଷ ପ୍ରଭାବିତ ହୋଇ ଆପଣଙ୍କୁ ଉପହାର ଦେଇପାରନ୍ତି।

ନିଜର ସାହସ ଓ ଆତ୍ମବିଶ୍ବାସକୁ ହ୍ରାସ ହେବାକୁ ଦିଅନ୍ତୁ ନାହିଁ।

ମହିଳାମାନେ ଜିନିଷ କିଣିବା ପାଇଁ ମନ ବଳାଇବେ।

କୁମ୍ଭ: ଆପଣଙ୍କ ମନରେ ନକାରାତ୍ମକ କଥା ଆସିବାକୁ ଦିଅନ୍ତୁ ନାହିଁ।

ଧୈର୍ଯ୍ୟଧରି ରହନ୍ତୁ।

କୌଣସି କାମରେ ଅନ୍ୟର ସାହାଯ୍ୟ ଅପେକ୍ଷା ନିଜ ପରିଶ୍ରମ ବଳରେ କରନ୍ତୁ।

ଆର୍ଥିକ ସ୍ଥିତି ମଜଭୁତ ହେବ।

ମୀନ: ଅନ୍ୟମାନଙ୍କ କଥାରେ ନଆସି ଆପଣଙ୍କ କଥାକୁ ପ୍ରାଥମିକତା ଦିଅନ୍ତୁ।

ବଡ଼ ପ୍ରୋଜେକ୍ଟରେ କାମ କରିବାର ସୁଯୋଗ ପାଇବେ।

ବେପାରରେ ସଫଳତା ଓ ଲାଭ ପାଇଁ ଅଧିକ ପରିଶ୍ରମ କରନ୍ତୁ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)