Odisha Cyclone Preparedness: ବାତ୍ୟା ଭୟ, ଗାଁ ଛାଡ଼ିଲେ ହଜାରେ ଲୋକ; ୧୫ ବସରେ ସ୍ଥାନାନ୍ତର, ଲୋକଙ୍କୁ ସୁରକ୍ଷା ଚିନ୍ତା

Nov 18, 2026 - 19:10
Odisha Cyclone Preparedness: ବାତ୍ୟା ଭୟ, ଗାଁ ଛାଡ଼ିଲେ ହଜାରେ ଲୋକ; ୧୫ ବସରେ ସ୍ଥାନାନ୍ତର, ଲୋକଙ୍କୁ ସୁରକ୍ଷା ଚିନ୍ତା

ବାତ୍ୟା ଅକୱାନକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରୁ ଲୋକଙ୍କୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରାଯାଉଛି।

ଗୋପାଳପୁର ନିକଟ ନୂଆ ଗୋଳାବନ୍ଧରୁ ପ୍ରାୟ ୧ ହଜାରରୁ ଅଧିକ ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳୀକୁ ନିଆଯାଉଛି।

ଏଥିପାଇଁ ୧୫ଟି ବସ୍ ର ବ୍ୟବସ୍ଥା କରାଯାଇଛି।

ଜିଲ୍ଲାପାଳ ଭି.

କୀର୍ତ୍ତି ଭାସନ ଓ ବିଡିଓ ଆସି ଗାଁ ଲୋକଙ୍କୁ ସଚେତନ କରାଇଲେ।

Advertisment ବାତ୍ୟା ଭୟ, ଗାଁ ଛାଡ଼ିଲେ ହଜାରେ ଲୋକ ଗୋପାଳପୁରରେ ଆଗୁଆ ପ୍ରସ୍ତୁତି, ଖାଲି ହେଉଛି ଗାଁ ୧୫ ବସ୍ ରେ ସ୍ଥାନାନ୍ତର, ଲୋକଙ୍କୁ ସୁରକ୍ଷା ଚିନ୍ତା ବାତ୍ୟା ପୂର୍ବରୁ ପ୍ରଶାସନର ତତ୍ପରତା, ଗାଁରେ ଜିଲ୍ଲାପାଳ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)