Odisha Chief Minister Ganjam Visit: ଗଞ୍ଜାମରେ ବାତ୍ୟା କ୍ଷୟକ୍ଷତି ଦେଖିବେ ମୁଖ୍ୟମନ୍ତ୍ରୀ, ସାଙ୍ଗରେ ରହିବେ ରାଜସ୍ୱ ମନ୍ତ୍ରୀ

Nov 23, 2026 - 08:58
Odisha Chief Minister Ganjam Visit: ଗଞ୍ଜାମରେ ବାତ୍ୟା କ୍ଷୟକ୍ଷତି ଦେଖିବେ ମୁଖ୍ୟମନ୍ତ୍ରୀ, ସାଙ୍ଗରେ ରହିବେ ରାଜସ୍ୱ ମନ୍ତ୍ରୀ

ଆଜି ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଜିଲ୍ଲା ଗସ୍ତ।

ଗଞ୍ଜାମ ଜିଲ୍ଲା ଗସ୍ତ କରି ବର୍ଷା ପରବର୍ତ୍ତୀ ସ୍ଥିତି ଓ କ୍ଷୟକ୍ଷତି ନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ।

ବାତ୍ୟାଜନିତ କ୍ଷତି ଆକଳନ ପାଇଁ ଆଜି ଗଞ୍ଜାମ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ।

Advertisment ମୁଖ୍ୟମନ୍ତ୍ରୀଙ୍କ ସହ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ଗସ୍ତ କରିବେ।

ପୁରୁଷୋତ୍ତମପୁର ଓ ଛତ୍ରପୁର ଅଞ୍ଚଳ ଗସ୍ତ କରି ସ୍ଥିତି ସମୀକ୍ଷା କରିବେ।

ମୁଖ୍ୟମନ୍ତ୍ରୀ ଓ ରାଜସ୍ବମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତ ନେଇ ସୂଚନା ଦେଇଛନ୍ତି ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା।

ବାତ୍ୟା ଅକଓ୍ୱାନ ପ୍ରଭାବରେ ଗଞ୍ଜାମ ଜିଲ୍ଲାର ଅନେକ ଅଂଚଳ ପୁଣି ଜଳମଗ୍ନ ହୋଇପଡିଥିଲା।

ଗଞ୍ଜାମ ଜିଲ୍ଲାର ଛତ୍ରପୁର, ଚିକିଟି, ପୁରୁଷୋତ୍ତମପୁର, ଖଲ୍ଲିକୋଟ, ବେଗୁନିଆପଡ଼ା, ପାତ୍ରପୁର, ବ୍ରହ୍ମପୁର, ପୋଲସରା ଅଞ୍ଚଳର ଅନେକ ଅଞ୍ଚଳ ଜଳମଗ୍ନ ହୋଇପଡିଥିଲା।

ତେବେ ବାତ୍ୟା ଅର୍ଣ୍ଣବ ଭଳି ବନ୍ୟା ସୃଷ୍ଟି ହୋଇନଥିଲା।

ବାତ୍ୟା ଅକଓ୍ୱାନ ପ୍ରଭାବରେ ପ୍ରବଳ ବର୍ଷାରୁ ପୁଣି ଜଳମଗ୍ନ ହୋଇପଡ଼ିଥିଲା ହଜାର ହଜାର ଏକର ଜମି।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)