Odisha Assembly Winter Session: ବିଧାନସଭା ଶୀତ ଅଧିବେଶନର ଆଜି ଷଷ୍ଠ ଦିନ, ୬ ବିଭାଗର ପ୍ରଶ୍ନକୁ ନେଇ ହେବ ଆଲୋଚନା

Nov 26, 2026 - 09:40
Odisha Assembly Winter Session: ବିଧାନସଭା ଶୀତ ଅଧିବେଶନର ଆଜି ଷଷ୍ଠ ଦିନ, ୬ ବିଭାଗର ପ୍ରଶ୍ନକୁ ନେଇ ହେବ ଆଲୋଚନା

ବିଧାନସଭା ଶୀତ ଅଧିବେଶନର ଆଜି ଷଷ୍ଠ ଦିନ।

ପ୍ରଶ୍ନକାଳରେ ୬ ବିଭାଗର ପ୍ରଶ୍ନକୁ ନେଇ ହେବ ଆଲୋଚନା।

ଖଣି ଓ ଇସ୍ପାତ ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା ହେବ।

୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍ ର ଖର୍ଚ୍ଚ ଦାବି ଉପରେ ଆଲୋଚନା ଜାରି ରହିବ।

Advertisment ଜଳସମ୍ପଦ, ବାଣିଜ୍ୟ ଓ ପରିବହନ, ସୂଚନା ଓ ଲୋକସମ୍ପର୍କ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, ଖଣି ଓ ଇସ୍ପାତ ଏବଂ ଯୋଜନା ଓ ସଂଯୋଜନ ବିଭାଗର ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ରହିଛି।

ଅନ୍ୟପଟେ ଶୂନ୍ୟକାଳରେ ବିଭିନ୍ନ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିବାକୁ ବିରୋଧୀ ପ୍ରସ୍ତୁତ ହେଉଛନ୍ତି।

ଗତକାଲି ବନ୍ୟା ପରିଚାଳନା ଓ କୋଟିଆ ପ୍ରସଙ୍ଗକୁ ନେଇ ଗୃହରେ ହୋଇଥିଲା ଜୋରଦାର ଆଲୋଚନା।

ତେଣୁ ଆଜି ମଧ୍ୟ ବିଧାନସଭା ଅଧିବେଶନ ସରଗରମ ରହିବାର ସମ୍ଭାବନା ରହିଛି।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)