Nuakhai 2026: ବାହାରିଲା ଲଗ୍ନ; ମା’ ସମଲେଶ୍ବରୀଙ୍କ ଠାରେ କେତେବେଳେ ଲାଗି ହେବ ନବାନ୍ନ ଜାଣନ୍ତୁ

Sep 05, 2026 - 17:59
Nuakhai 2026: ବାହାରିଲା ଲଗ୍ନ; ମା’ ସମଲେଶ୍ବରୀଙ୍କ ଠାରେ କେତେବେଳେ ଲାଗି ହେବ ନବାନ୍ନ ଜାଣନ୍ତୁ

"ସମ୍ବଲପୁର: ଭାଦ୍ରବ ଶୁକ୍ଲପକ୍ଷ ପଂଚମୀ ତିଥିରେ ନୂଆଁଖାଇ ପର୍ବ ପାଳନ ହେବ।

ମା" ସମଲେଶ୍ବରୀଙ୍କ ଠାରେ ନବାନ୍ନ ଲାଗି ହେବ।

ଏଥି ପାଇଁ ଆଜି ଲଗ୍ନ ସ୍ଥିର ହୋଇଛି।

ସମ୍ବଲପୁରସ୍ଥିତ ବ୍ରହ୍ମପୁରା ପଣ୍ଡିତ ମହାସଭାରେ ଲଗ୍ନ ନିର୍ଦ୍ଧିାରିତ ହୋଇଛି।Advertisment ପଣ୍ଡିତ ମହାସଭାରେ ସ୍ଥିର ହୋଇଥିବା ଲଗ୍ନ ଅନୁସାରେ ସେପ୍ଟେମ୍ବର ୧୫ ତାରିଖ ଦିନ (ମଙ୍ଗଳବାର) ଦିନ ୯ଟା ୪୦ରୁ ୯ଟା ୫୪ ମଧ୍ୟରେ ମା" ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗିବ।

ବୈଠକରେ ସରୋଜ ବଳ ପତି, ଶ୍ରୀମନ୍ତ କୁମାର ମିଶ୍ର, ପାର୍ଥସାରଥୀ ମିଶ୍ର, ପ୍ରାଣରଂଜନ ପଣ୍ଡା, ସୁଭେନ୍ଦ୍ର ପଣ୍ଡା, ସୂର୍ଯ୍ୟକୁମାର ମିଶ୍ର, ସୁଶାନ୍ତ ପୁରୋହିତ, ଅମରନାଥ ସୁପକାର ପ୍ରମୁଖ ଉପସ୍ଥିତ ଥିଲେ।

ମାଁ ସମଲେଶ୍ବରୀ ଯାତ୍ରା ଉତ୍ସବରେ ଯୋଗଦେଲେ ମନ୍ତ୍ରୀ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)