No Major Flood Threat Currently: ଆସନ୍ତାକାଲି ପ୍ରବଳ ବର୍ଷା ଆଶଙ୍କା, ୭ ନଦୀ ଉପରେ କଡ଼ା ନଜର
ବାତ୍ୟା ଓ ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ସଜାଗ ରାଜ୍ୟ ସରକାର।
୧୪ ତାରିଖରୁ ବାତ୍ୟାର ଗତିବିଧି ଉପରେ ନଜର ରଖିଛି ଜଳସମ୍ପଦ ବିଭାଗ।
ଆଜିଠାରୁ ସମସ୍ତ ଜଳଭଣ୍ଡାରର ଗେଟ୍ ବନ୍ଦ ରହିବା ସହ ଜଳସ୍ତର ୫୦ ପ୍ରତିଶତ ହ୍ରାସ କରାଯାଇଛି।
ବର୍ତ୍ତମାନ ସ୍ଥିତିରେ ବଡ଼ ବନ୍ୟାର ଆଶଙ୍କା ନାହିଁ ବୋଲି ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ।..
Advertisment ହୀରାକୁଦ ଉପରେ ମଧ୍ୟ ବାତ୍ୟାର ପ୍ରଭାବ ନାହିଁ।
ତେବେ ବଂଶଧାରା, ବ୍ରାହ୍ମଣୀ, ବୈତରଣୀ, ଋଷିକୁଲ୍ୟା, ମହାନଦୀ, ସୁବର୍ଣ୍ଣରେଖା ଓ ବୁଢ଼ାବଳଙ୍ଗ ନଦୀ ଉପରେ ରହିଛି କଡ଼ା ନଜର।
ଆସନ୍ତାକାଲି ସର୍ବାଧିକ ବର୍ଷା ଆଶଙ୍କା ଥିବାରୁ ସତର୍କତା ଅବଲମ୍ବନ କରାଯାଇଛି।....
ବାତ୍ୟା ମୁକାବିଲାକୁ ନେଇ ସରକାର ସଜାଗ ଆସନ୍ତାକାଲି ପ୍ରବଳ ବର୍ଷା ଆଶଙ୍କା ସବୁ ନଦୀ ଉପରେ ରହିଛି କଡ଼ା ନଜର ବାତ୍ୟା ପାଇଁ ଜଳଭଣ୍ଡାରର ଗେଟ୍ ବନ୍ଦ Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
