NLSIU Bengaluru: ସିଜେଆଇଙ୍କୁ ନିମନ୍ତ୍ରଣକୁ ବିରୋଧ, ସମାବର୍ତ୍ତନରେ ୧୦୫ ଛାତ୍ର ଅନୁପସ୍ଥିତ

Oct 18, 2026 - 19:16
NLSIU Bengaluru: ସିଜେଆଇଙ୍କୁ ନିମନ୍ତ୍ରଣକୁ ବିରୋଧ, ସମାବର୍ତ୍ତନରେ ୧୦୫ ଛାତ୍ର ଅନୁପସ୍ଥିତ

"ବେଙ୍ଗାଲୁରୁ: କର୍ଣ୍ଣାଟକର ବେଙ୍ଗାଲୁରୁସ୍ଥିତ ନ୍ୟାସନାଲ ଲ ସ୍କୁଲ ଅଫ୍ ଇଣ୍ଡିଆ ବିଶ୍ୱବିଦ୍ୟାଳୟର ୨୦୨୬ ବର୍ଷର ସମାବର୍ତ୍ତନ ଉତ୍ସବରେ ୧୦୫ ଜଣ ନିୟମିତ ସ୍ନାତକ ଛାତ୍ର ଅନୁପସ୍ଥିତ ରହିଛନ୍ତି।

ଭାରତର ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତଙ୍କୁ ଉତ୍ସବରେ ଯୋଗଦେବା ପାଇଁ ନିମନ୍ତ୍ରଣ କରାଯିବାକୁ ବିରୋଧକରି ଛାତ୍ରମାନେ ଏପରି ପଦକ୍ଷେପ ନେଇଛନ୍ତି।Advertisment ଛାତ୍ରମାନଙ୍କ ଆବେଦନ ଶନିବାର ବେଙ୍ଗାଲୁରୁର ଜ୍ଞାନଜ୍ୟୋତି ସଭାଗୃହରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା।

ଅନୁପସ୍ଥିତ ୧୦୫ ଛାତ୍ରଙ୍କୁ ସେମାନଙ୍କ ଅନୁପସ୍ଥିତିରେ ଡିଗ୍ରୀ ପ୍ରଦାନ କରାଯାଇଛି।

ଗତବର୍ଷ ଏପରି ଭାବେ ମାତ୍ର ୧୭ ଜଣ ଛାତ୍ର ଡିଗ୍ରି ଗ୍ରହଣ କରିଥିଲେ।

ମୁଖ୍ୟ ବିଚାରପତିଙ୍କ ଯୋଗଦାନକୁ ବିରୋଧକରି ଚଳିତ ବର୍ଷର ସ୍ନାତକ ଛାତ୍ରଙ୍କ ସମେତ ବର୍ତ୍ତମାନର ଓ ପୂର୍ବତନ ଛାତ୍ରମାନେ ଆବେଦନ କରିଥିଲେ।

ଏହାପରେ ବିଶ୍ୱବିଦ୍ୟାଳୟ ପ୍ରଥମେ ଉତ୍ସବକୁ ସ୍ଥଗିତ ରଖିଥିଲା।

ପରେ ଏହା ଆୟୋଜିତ ହୋଇଥିଲା।

Memorable Evening: କୋଲକାତା ଦୁର୍ଗା ପୂଜା ମଣ୍ଡପ ଦୁର୍ଘଟଣାର ପ୍ରକୃତ କାରଣ କ'ଣ ଥିଲା?"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)