30 JUNE 2026

Welcome!

Unlock your personalized experience.
Sign Up

Shashank Singh: ଅଡୁଆରେ IPL ଷ୍ଟାର ଶଶାଙ୍କ ଏବଂ IPS ବାପା, ଖାଇବା ସ୍ୱାଦ ନହେବାରୁ କୁକ୍‌ଙ୍କୁ ପିଟିଥିବା ଅଭିଯୋଗ

Jun 30, 2026 - 08:59
Shashank Singh: ଅଡୁଆରେ IPL ଷ୍ଟାର ଶଶାଙ୍କ ଏବଂ IPS ବାପା, ଖାଇବା ସ୍ୱାଦ ନହେବାରୁ କୁକ୍‌ଙ୍କୁ ପିଟିଥିବା ଅଭିଯୋଗ

ନୂଆଦିଲ୍ଲୀ,୩୦/୦୬; ଅଡୁଆରେ ଆଇପିଏଲ୍ ଷ୍ଟାର । ପଞ୍ଜାବ କିଙ୍ଗସ୍ ଷ୍ଟାର ପ୍ଲେୟାର ଅଲରାଉଣ୍ଡର ଶଶାଙ୍କ ସିଂହ ଓ ତାଙ୍କ ଆଇପିଏସ୍ ବାପା ଶୈଳେଶ ସିଂହଙ୍କ ନାମରେ ସାଙ୍ଘାତିକ ଅଭିଯୋଗ ହୋଇଛି । ଖାଇବା ସ୍ୱାଦିଷ୍ଟ ନହେବାରୁ ଶଶାଙ୍କ ଏବଂ ତାଙ୍କ ବାପା କୁକଙ୍କୁ ପିଟିଥିବା ଅଭିଯୋଗ ହୋଇଛି । ଥାନାରେ ମାମଲା ପହଞ୍ଚିଛି । ଘରେ ଥିବା ରୋଷୟା ବିପେନ୍ଦ୍ର ସିଂହ ତୋମାରଙ୍କୁ ମାରପିଟ କରିବା ସହ ଗାଳିଗୁଲଜ କରିଥିବା ନେଇ ଭୋପାଳ ରତିବାଦ ଥାନାରେ ଏଫଆଇଆର ଦାୟର ହୋଇଛି ।

 

 

ଏହା ବି ପଢନ୍ତୁ...India vs England: ବୈଭବ ସୂର୍ଯ୍ୟବଂଶୀଙ୍କୁ ଏହି ଉପାୟରେ ମିଳିବ ଭାରତର ପ୍ଲେଇଂ ଇଲେଭେନରେ ସୁଯୋଗ