Nepal floods: ନେପାଳ ବନ୍ୟା: ଚିତୱାନରୁ ୨୩୩ ଓ ନବଲପରାସି ପୂର୍ବରୁ ୧୫୮ ମୃତଦେହ ଉଦ୍ଧାର

Aug 29, 2026 - 19:53
Nepal floods:  ନେପାଳ ବନ୍ୟା: ଚିତୱାନରୁ ୨୩୩ ଓ ନବଲପରାସି ପୂର୍ବରୁ ୧୫୮ ମୃତଦେହ ଉଦ୍ଧାର

"କାଠମାଣ୍ଡୁ: ନେପାଳ ବନ୍ୟାରେ ମୃତ୍ୟୁ ସଂଖ୍ୟା ୬୭୫ ରେ ପହଞ୍ଚି ଥିବାବେଳେ ନେପାଳ ଜାତୀୟ ବିପର୍ଯ୍ୟୟ ବିପଦ ହ୍ରାସ ଏବଂ ପରିଚାଳନା ପ୍ରାଧିକରଣ (ଏନ୍‌ଡିଆର୍‌ଆର୍‌ଏମ୍‌ଏ) ତଥ୍ୟ ଅନୁଯାୟୀ ଚିତୱାନରୁ ସର୍ବାଧିକ ୨୩୩ଟି ମୃତଦେହ ଉଦ୍ଧାର କରାଯାଇଛି।Advertisment ଆହୁରି ପଢନ୍ତୁ :Literature: ଅନୁବାଦ ଗଳ୍ପ ବାଇଗଣ ଭରତା: ମୂଳ ହିନ୍ଦୀ: ଜ୍ୟୋତି ଜୈନ, ଅନୁସୃଜନ: ନଗେନ୍ଦ୍ର ନାଥ ପଟ୍ଟନାୟକ...

ନବଲପରାସି ପୂର୍ବରୁ ୧୫୮ଟି, ନୁୱାକୋଟରୁ ୫୧, ଗୋର୍ଖାରୁ ୪୮, ନବଲପରାସି ପଶ୍ଚିମରୁ ୪୭, ଧାଡିଂରୁ ୪୫, ତନାହୁରୁ ୩୧, ରସୁୱାରୁ ୧୩ ମୃତଦେହ ଉଦ୍ଧାର କରାଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)