Welcome!

Unlock your personalized experience.
Sign Up

Kolkata: କୋଲକାତା ଦୁର୍ଗାପୂଜା: ଭିଡ଼ ପରିଚାଳନା ପାଇଁ ୯ ଆଇପିଏସ୍‌ ଅଧିକାରୀଙ୍କୁ ଦାୟିତ୍ବ

Oct 18, 2026 - 23:29
Kolkata: କୋଲକାତା ଦୁର୍ଗାପୂଜା: ଭିଡ଼ ପରିଚାଳନା ପାଇଁ ୯ ଆଇପିଏସ୍‌ ଅଧିକାରୀଙ୍କୁ ଦାୟିତ୍ବ

କୋଲକାତା: ଦୁର୍ଗାପୂଜା ମଣ୍ଡପରେ ଦଳାଚକଟା ପରେ ପଶ୍ଚିମବଙ୍ଗ ସରକାର ଅଧିକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ପାର୍ବଣ ଭିଡ଼ ନିୟନ୍ତ୍ରଣ କରିବାକୁ ୯ ଜଣ ଅଭିଜ୍ଞ ଆଇପିଏସ୍‌ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି। ଶନିବାର ଦଳାଚକଟା ଘଟଣାରେ ୧୯ ଜଣଙ୍କ ମୃତ୍ୟୁ ହୋଇଥିଲା। ଭିଡ଼ ନିୟନ୍ତ୍ରଣକୁ ନେଇ ଚିନ୍ତା, ପୁଲିସ ମୁତୟନ ଓ ଅବହେଳା ଅଭିଯୋଗ ମଧ୍ୟରେ ଆଗକୁ ଏପରି ଅଘଟଣ ଯେପରି ନ ଘଟିବ ସେଥିପାଇଁ କୋଲକାତା ପୁଲିସ ଏହାର କର୍ମଚାରୀଙ୍କ ପାଇଁ ୧୧-ସୂତ୍ରୀ ପରାମର୍ଶ ଜାରି କରିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)