Neha Bora: ସିଜେପି ପ୍ରତିଷ୍ଠାତା ଦୀପକେଙ୍କ ପରେ ନେହା ବୋରାଙ୍କୁ ଅଟକ ରଖିଲା ଦିଲ୍ଲୀ ପୁଲିସ

Oct 16, 2026 - 18:47
Neha Bora: ସିଜେପି ପ୍ରତିଷ୍ଠାତା ଦୀପକେଙ୍କ ପରେ ନେହା ବୋରାଙ୍କୁ ଅଟକ ରଖିଲା ଦିଲ୍ଲୀ ପୁଲିସ

"ନୂଆଦିଲ୍ଲୀ: କକ୍ରୋଚ୍ ଜନତା ପାର୍ଟି (ସିଜେପି)ର ତିରଙ୍ଗା ଯାତ୍ରା "ଲେହରା ଦୋ ତ୍ରିରଙ୍ଗା" ରାଲି ପୂର୍ବରୁ ଦିଲ୍ଲୀ ପୁଲିସକାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ସିଜେପି ପ୍ରତିଷ୍ଠାତା ଅଭିଜିତ୍ ଦୀପକେଙ୍କୁ ପୁଲିସ ସତର୍କତାମୂଳକ ଭାବେ ଅଟକ ରଖିଛି।

ସପ୍ତାହରେ ଦ୍ବିତୀୟ ଥର ପାଇଁ ଦୀପକେଙ୍କୁ ଅଟକ ରଖାଯାଇଛି।

ପୁଲିସ ଭାରତୀୟ ନ୍ୟାୟ ସଂହିତ ୧୬୩ ଲାଗୁ କରିଛି।Advertisment ଦୀପକେଙ୍କ ପ‌ରେ ନେହା ବୋରାଙ୍କୁ ଦିଲ୍ଲୀ ପୁଲିସ ଅଟକ ରଖିଛି।

ନେହା କନଟ୍ ପ୍ଲେସ୍‌ ଯିବାକୁ ଚେଷ୍ଟା କରୁଥିବା ସମୟରେ ପୁଲିସ ତାଙ୍କୁ ଅଟକାଇଥିଲା।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)