Mystery Surrounds Young Man's Death: ରାତିରେ ବଚସା, ସକାଳେ ଜଙ୍ଗଲରୁ ମିଳିଲା ଯୁବକଙ୍କ ମୃତଦେହ
ଜଙ୍ଗଲରୁ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ।
ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ପୁରୁଣାଗଡ଼ ଗ୍ରାମରେ ଘଟିଛି ଏହି ଘଟଣା।
ମୃତ ଯୁବକଙ୍କ ଘର କାୟାକୁଦ ଗାଁରେ ହୋଇଥିବା ବେଳେ ସେ ପତ୍ନୀଙ୍କ ସହ ପୁରୁଣାଗଡ଼ରେ ରହୁଥିଲେ।
ତେବେ ରାତିରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିବା ଜଣାପଡିଛି।
Advertisment ସକାଳେ ଘର ନିକଟସ୍ଥ ଜଙ୍ଗଲରେ ଏକ ଗଛରେ ଯୁବକଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା।
ଖବର ପାଇ ରେଢ଼ାଖୋଲ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି।
କେଉଁ କାରଣରୁ ଯୁବକଙ୍କ ମୃତ୍ୟୁ ହୋଇଛି ତଦନ୍ତ ଆରମ୍ଭ କରିଛି ପୋଲିସ।...
ଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର ଜଙ୍ଗଲରୁ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ ରାତିରେ ବଚସା, ସକାଳେ ଜଙ୍ଗଲରୁ ମିଳିଲା ମୃତଦେହ!
ଗାଁ ନିକଟ ଜଙ୍ଗଲରୁ ସ୍ୱାମୀଙ୍କ ମୃତଦେହ ଉଦ୍ଧାର ତଦନ୍ତ ଜାରି ରଖିଛି ରେଢ଼ାଖୋଲ ପୋଲିସ Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
