murder: ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଜନ ସେବା କେନ୍ଦ୍ର ମାଲିକ ମୃତ

Sep 29, 2026 - 09:14
murder: ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଜନ ସେବା କେନ୍ଦ୍ର ମାଲିକ ମୃତ

"ପାଟଣା: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ହନୁମାନ ଛକ ନିକଟରେ ଗୁଳିକାଣ୍ଡରେ ଜନ ସେବା କେନ୍ଦ୍ରର ମାଲିକ ତ୍ରିଲୋଚନ ମହାନ୍ତ ମୃତ ।

ତାଙ୍କ ଘର ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଖଜିରାପସି ଗ୍ରାମରେ।

ସେ ରାତିରେ ଜନ ସେବା କେନ୍ଦ୍ର ବନ୍ଦ କରି ପାଟଣାକୁ ସ୍କୁଟିରେ ଯାଉଥିଲେ।

ତାଙ୍କ ସ୍ତ୍ରୀ ପାଟଣା ଥାନାରେ କାର୍ଯ୍ୟରତ ଅଛନ୍ତି।Advertisment ମାରଣାସ୍ତ୍ରରେ ଆକ୍ରମଣ କରି ଖଣ୍ଡିଆଖାବରା କରିଥିଲେ ତ୍ରିଲୋଚନ ପାଟଣାକୁ ଯାଉଥିଲା ବେଳେ  ତାଙ୍କ ସ୍ତ୍ରୀଙ୍କ  ସହିତ ଫୋନରେ କଥା ହୋଇ ଯାଉଥିଲେ।

ଦୁର୍ବୃତ୍ତମାନେ ସେଠାରେ ପହଞ୍ଚି ତାଙ୍କୁ ହଠାତ୍ ଟଙ୍କା ବ୍ୟାଗ ମାଗିଥିଲେ।

ଏହାପରେ ତାଙ୍କୁ  ଦୁର୍ବୃତ୍ତ ଗୁଳିମାଡ଼ କରି ଥିଲେ।

ତାଙ୍କୁ କୌଣସି ମାରଣାସ୍ତ୍ରରେ ଆକ୍ରମଣ କରି ଖଣ୍ଡିଆଖାବରା କରିଥିଲେ।

ପୁଲିସ ଘଟଣା ସ୍ଥଳରୁ ତାଙ୍କୁ ଉଦ୍ଧାର କରି କେନ୍ଦୁଝର ଡାକ୍ତରଖାନାକୁ ନେଇଥିଲେ ସୁଦ୍ଧା ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର।

ଘଟଣା ସ୍ଥଳରେ ପାଟଣା ଓ ତୁରୁମୁଙ୍ଗା ପୁଲିସ ଛାନଭିନ କରୁଛି।

Earthquake : ଦେବଗଡ଼ରେ ଭୂକମ୍ପ ଝଟକା, ରିଆମାଳରେ ୩.୯ ତୀବ୍ରତାର ଭୂକମ୍ପ ଅନୁଭୂତ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)