Minor Mineral Scam ଲଘୁଖଣିଜ ସମ୍ପଦ ଚୋରାକାରବାର: ଖଣିମାଫିଆ ରତିକାନ୍ତଙ୍କୁ ବାନ୍ଧିଲା ଇଡ଼ି

Aug 20, 2026 - 22:37
Minor Mineral Scam ଲଘୁଖଣିଜ ସମ୍ପଦ ଚୋରାକାରବାର:  ଖଣିମାଫିଆ ରତିକାନ୍ତଙ୍କୁ ବାନ୍ଧିଲା ଇଡ଼ି

"ଭୁବନେଶ୍ବର:   କୋଟିକୋଟି ଟଙ୍କାର ଲଘୁଖଣି ଦୁର୍ନୀତି କାରବାରରେ ସମ୍ପୃକ୍ତ ଢେଙ୍କାନାଳ ଜିଲ୍ଲାର ରତିକାନ୍ତ ରାଉତ ଓରଫ ଜୁଲୁଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡ଼ି) ଆଜି (ଗୁରୁବାର) ଗିରଫ କରିଛି।

Advertisment Minor mineral management: ଲଘୁଖଣିଜ ପରିଚାଳନା ନିୟମ କାର୍ଯ୍ୟକାରୀ ନୋହିଲା: ନିର୍ଦ୍ଦେଶକଙ୍କ ତାଗିଦକୁ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ଫୁ ଲଘୁ ଖଣିଜ ସମ୍ପଦରେ ବ୍ୟାପକ ହେରଫେର କରିବା ଅଭିଯୋଗରେ ରତିକାନ୍ତଙ୍କୁ ପୁଲିସ ପୂର୍ବରୁ  ଗିରଫ କରିଥିଲା।

ଲଘୁ ଖଣିଜ ଚୋରା କାରବାର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରତିକାନ୍ତଙ୍କୁ  ଭୁବନେଶ୍ବରସ୍ଥିତ ଇଡ଼ି କାର୍ଯ୍ୟାଳୟକୁ ପଚରାଉଚରା ନିମନ୍ତେ ଡାକିଥିଲା।

Minerals Theft: ରଣପୁରରୁ ଲଘୁଜାତ ଖଣିଜ ପଦାର୍ଥ ଚୋରି, କୋଟି କୋଟି ଟଙ୍କାର ରାଜସ୍ବ ହାନି ପଚରାଉଚରା ପରେ ରତିକାନ୍ତକୁ ଗିରଫ କରାଯାଇଛି।

କ୍ୟାପିଟାଲ ହସ୍ପିଟାଲରେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ କୋର୍ଟରେ ହାଜର କରାଯାଇଛି।

ଆସନ୍ତକାଲି ରତିକାନ୍ତକୁ ରିମାଣ୍ଡରେ ନେବା ପାଇଁ ଆବେଦନ କରିବ ବୋଲି ଇଡିର ‌ଜନୈକ ଅଧିକାରୀ କହିଛନ୍ତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media