Mexico’s Winning: ମେକ୍ସିକୋର ବିଜୟ ଜାରି: ଚେକ୍ ବିଦା
"ମେକ୍ସିକୋ : କ୍ସହ ଆୟୋଜକ ମେକ୍ସିକୋ ଚଳିତ ଫିଫା ବିଶ୍ବକପ୍ରେ ବିଜୟ ଧାରା ଜାରି ରଖିଛି।
ଗୁରୁବାର ଗ୍ରୁପ୍-ଏ"ର ନିଜର ଶେଷ ମ୍ୟାଚ୍ରେ ଘରୋଇ ଦଳ ୩-୦ ଗୋଲ୍ରେ ଚେକ୍ ଗଣରାଜ୍ୟକୁ ହରାଇ ବିଦାୟ ରାସ୍ତା ଦେଖାଇଛି।
ଏଥିସହ ପୂର୍ବରୁ ନକ୍ଆଉଟ୍ ସ୍ଥାନ ପକ୍କା କରି ସାରିଥିବା ମେକ୍ସିକେ ୩ରୁ ୩ ମାଚ୍ ଜିତି ପଏଣ୍ଟ ଟେବୁଲର ଶୀର୍ ସ୍ଥାନରେ ରହିଛି।
ରାଉଣ୍ଡ-୩୨ରେ ଏହି ଦଳ ପ୍ରତିଯୋଗିତାର ଶ୍ରେଷ୍ଠ ତୃତୀୟ ଦଳ ବିପକ୍ଷରେ ଖେଳିବ।Advertisment ଘରୋଇ ଦଳକୁ ୨-୦ରେ ଅଗ୍ରଶୀ ଦେଇଥିଲେ ପ୍ରଥମାର୍ଦ୍ଧ ଗୋଲ୍ ଶୂନ୍ୟରେ ଶେଷ ହେବା ପରେ ୫୫ତମ ମିନିଟ୍ରେ ଲୁଇସ ରୋମୋଙ୍କ ପାସ୍ରେ ମାତିଓ ଚାଭେଜ୍ ଗୋଲ୍ ଦେଇ ଘରୋଇ ଦର୍ଶକ ସମ୍ମୁଖରେ ମେକ୍ସିକୋକୁ ଆଗୁଆ କରିଥିଲେ।
ଏହାର ୬ ମିନିଟ୍ ପରେ ଜର୍ଜ ସାଞ୍ଚେଜ୍ଙ୍କ ପାସ୍କୁ ଜୁଲିଆନ୍ କ୍ବିନୋନେସ ଗୋଲ୍ରେ ପରିଣତ କରି ଘରୋଇ ଦଳକୁ ୨-୦ରେ ଅଗ୍ରଶୀ ଦେଇଥିଲେ।
ଶେଷ ଇନ୍ଜୁରି ସମୟରେ ରୋଭାର୍ତୋ ଅଲ୍ଭାରୋଡୋଙ୍କ ପାସ୍ରେ ଆଇଭାରୋ ଫିଡାଲ୍ଗୋ ଗୋଲ୍ କରି ମେକ୍ସିକୋ ୩-୦ ବ୍ୟବଧାନରେ ବିଜୟ ଭେଟି ଦେଇଥିଲେ।
Russia's Nuclear: କେବଳ ପରମାଣୁ ବୋମା ଆମକୁ ବିଶ୍ୱଯୁଦ୍ଧରୁ ରକ୍ଷା କରିପାରିବ: ପରମାଣୁ ଅସ୍ତ୍ର ନେଇ ରୁଷର ବଡ଼ ମନ୍ତବ୍ୟ ବଢ଼ାଇଲା ଟ୍ରମ୍ପଙ୍କ ଚିନ୍ତା "