Man Arrested For Threatening To Kill Over Rs 25 Lakh Loan Dispute In Bhubaneswar

Nov 23, 2026 - 04:11
Man Arrested For Threatening To Kill Over Rs 25 Lakh Loan Dispute In Bhubaneswar

#ହତ୍ୟା_ଧମକ_ଦେଇ_ବନ୍ଧାହେଲେ
ଧାର ନେଇଥିଲେ ୨୫ ଲକ୍ଷ ଟଙ୍କା । ଫେରସ୍ତ ଲାଗି ଦେଇଥିଲେ ବ୍ୟାଙ୍କ୍ ଚେକ୍ । ହେଲେ ବ୍ୟାଙ୍କରେ ଚେକ୍ ଜମା କରିବା ପରେ ସବୁ ବାଉନ୍ସ ହୋଇଗଲା । ଟଙ୍କା ମାଗିବାରୁ ମିଳିଲା ହତ୍ୟା ଧମକ। ଏଭଳି ଏକ ଠକେଇ ଓ ଧମକ ଅଭିଯୋଗରେ ଅଭିଯୁକ୍ତ ସତ୍ୟବ୍ରତ ଶ୍ରୀଚନ୍ଦନଙ୍କୁ ଗିରଫ କରିଛି ରାଜଧାନୀର ବାଲିଅନ୍ତା ପୋଲିସ। ସିପ୍ରସ୍ମିତ ଜେନା ନାମକ ବ୍ୟକ୍ତିଙ୍କ ସହ ସମ୍ପର୍କ ସ୍ଥାପନ କରିଥିଲେ ଅଭିଯୁକ୍ତ ସତ୍ୟବ୍ରତ। ନିଜର ସିମେଣ୍ଟ ହୋଲସେଲ୍ ବ୍ୟବସାୟ ଥିବା କହି ୨୫ ଲକ୍ଷ ଟଙ୍କା ଋଣ ମାଗିଥିଲେ। ଗତ ଏପ୍ରିଲ ୪ ତାରିଖରେ ୨୦ ଲକ୍ଷ ଏବଂ ମେ ୯ ତାରିଖରେ ଆଉ ୫ ଲକ୍ଷ ଟଙ୍କା ଟ୍ରାନ୍ସଫର୍ କରିଥିଲେ ସିପ୍ରସ୍ମିତ। ପୂର୍ବରୁ ୧୦ ଲକ୍ଷ ଟଙ୍କା ସେ ଫେରାଇଥିବା ଅଭିଯୋଗକାରୀ କହିଛନ୍ତି। ହେଲେ ବାକି ଟଙ୍କା ମାଗିବାରୁ ଫେରାଇବାକୁ ମନା କରିବା ସହ ହତ୍ୟା ଧମକ ଦେଇଥିଲେ ସତ୍ୟବ୍ରତ। ଅଭିଯୋଗ ପରେ ବାଲିଅନ୍ତା ପୋଲିସ ମାମଲା ରୁଜୁ କରି ଗତକାଲି ସତ୍ୟବ୍ରତ ଶ୍ରୀଚନ୍ଦନଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ନାଁରେ ପୂର୍ବରୁ ମଞ୍ଚେଶ୍ୱର ଏବଂ ବଡ଼ଗଡ଼ ଥାନାରେ ମଧ୍ୟ ଦୁଇଟି ମାମଲା ଥିବା ଜଣାପଡ଼ିଛି।...
#OdishaCrime_Bhubaneswar#BaliantaPolice_Odisha
#LoanFraud_SatyabrataSrichandan#DeathThreat_Bhubaneswar
#Rs25LakhFraud#ChequeBounce#LoanRepaymentDispute
#PoliceArrest#OTV

Balianta Police in Bhubaneswar have arrested Satyabrata Srichandan over allegations of financial fraud and death threats involving Rs 25 lakh. The complaint was lodged by Siprasmit Jena, who alleged that the accused borrowed money claiming to run a cement wholesale business.

According to the complaint, Siprasmit transferred Rs 20 lakh on April 4 and another Rs 5 lakh on May 9. The accused had reportedly repaid Rs 10 lakh earlier. However, when asked to return the remaining amount, he allegedly refused, issued bank cheques that bounced and threatened to kill the complainant.

Following the complaint, Balianta Police registered a case and arrested Satyabrata Srichandan yesterday. Police sources also revealed that two previous cases are reportedly registered against him at Mancheswar and Badagada police stations. Further investigation is underway.

For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M

OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.

Stay tuned for all the breaking news !

Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/

#OdishaTV#OTV

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)