Mahindra scorpio: ମହିନ୍ଦ୍ରାର ନୂଆ ସ୍କର୍ପିଓ-ଏନ୍‌

Aug 12, 2026 - 23:09
Mahindra scorpio: ମହିନ୍ଦ୍ରାର ନୂଆ ସ୍କର୍ପିଓ-ଏନ୍‌

"ଭୁବନେଶ୍ବର: ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା ପକ୍ଷରୁ ଉତ୍କଳ ଅଟୋମୋବାଇଲ୍‌ସରେ ନୂଆ ସ୍କର୍ପିଓ-ଏନ୍‌କୁ ଉନ୍ମୋଚନ କରାଯାଇଛି।

ଏହି ଅବସରରେ ଉତ୍କଳ ଅଟୋମୋବାଇଲ୍‌ସର ଡିଲର ପ୍ରିନ୍‌ସିପାଲ୍‌ ‌ସୌନାକ ଆର୍‌ ପାରିଖ, ସଞ୍ଜୟ କୁମାର ବିଶ୍ବାଳ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ସ୍କର୍ପିଓ-ଏନ୍‌ର ଏକ୍ସ ସୋରୁମ୍‌ ଦାମ୍‌ ୧୩.୬୯ ଲକ୍ଷ ଟଙ୍କା ରହିଛି।Advertisment ଉଭୟ ‌ପେଟ୍ରୋଲ ଓ ଡିଜେଲ୍‌ ଭାରିଆଣ୍ଟରେ ଏହା ଉପଲବ୍ଧ ହୋଇଛି।

ଏଥିରେ ପାନୋରାମିକ୍‌ ସ୍କାଏରୁଫ୍‌, ବ୍ଲାଇଣ୍ଡ୍‌ ଭିଉ ମିରର୍‌, ଡାଇମଣ୍ଡ୍‌ କଟ୍‌ ଆଲୟ ହ୍ବିଲ୍‌, ୩୧.୨୪ ସେମି ଫ୍ଲୋଟିଂ ଏଚ୍‌ଡି ଟଚ୍‌ସ୍କ୍ରିନ୍‌, ୨୩.୦୬ ଏଚ୍‌ଡି ଡିଜିଟାଲ କ୍ଲଷ୍ଟର୍‌, ୟୁଏସ୍‌ବି ଟାଇପ୍‌-ସି ଫାଷ୍ଟ୍‌ ଚାର୍ଜିଂ ପୋର୍ଟ ଆଦି ସୁବିଧା ରହିଛି।

ଶକ୍ତିଶାଳୀ ପ୍ରଦର୍ଶନ, ଆଧୁନିକ ପ୍ରଯୁକ୍ତି ଓ ଉଚ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଏହାକୁ ଏକ ଆକର୍ଷଣୀୟ ଏସ୍‌ୟୁଭିରେ ପରଣତ କରିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media