Maharashtra: ଭୁଶୁଡ଼ିଲା ନିର୍ମାଣଧୀନ ମନ୍ଦିର ଛାତ: ଘଟଣାସ୍ଥଳରେ ୫ଜଣ ଭକ୍ତଙ୍କ ମୃତ୍ୟୁ
"ପରଭଣି: ମହାରାଷ୍ଟ୍ରର ପରଭଣି ଜିଲ୍ଲାରେ ମାନବଟ ତହସିଲସ୍ଥିତ ୟଶବନ୍ତବାଡ଼ିରେ ଶନିବାର ଏକ ବଡ଼ଧରଣର ଦୁର୍ଘଟଣା ଘଟିଛି।
ଏଠାରେ ନିର୍ମାଣାଧୀନ ଏକ ହନୁମାନ ମନ୍ଦିରର ଛାତ ହଠାତ୍ ଭୁଶୁଡ଼ି ପଡ଼ିଥିଲା।
ଯାହାଫଳରେ ମନ୍ଦିର ପରିସରରେ ଥିବା ବହୁ ସଂଖ୍ୟକ ଭକ୍ତ ଏହି ଦୁର୍ଘଟଣାର ଶିକାର ହୋଇଛନ୍ତି।
ଦୁଃଖର ବିଷୟ ଘଟଣାସ୍ଥଳରେ ୫ଜଣ ଭକ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ରୁ ଅଧିକ ଭକ୍ତ ଭଗ୍ନାବଶେଷ ତଳେ ଚାପି ହୋଇଯାଇଥିବା ସନ୍ଦେହ କରାଯାଉଛି।
ଉଦ୍ଧାରକାର୍ଯ୍ୟ ଜାରି ରହିଛି।Advertisment ଏହି ଖବର କ୍ରମାଗତ ଭାବେ ଅପଡେଟ୍ କରାଯାଉଛି।
ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ।
ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ।
ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍ଡେଟ୍ କରୁଛୁ।
ସଦ୍ୟତମ ବ୍ରେକିଂ ନ୍ୟୁଜ୍ ଏବଂ ଅପଡେଟ୍ ପାଇଁ sambad.in ସହିତ ଯୋଡ଼ି ରୁହନ୍ତୁ।"