Weekly Horoscope 2026 June 21 to 27: ଜାଣନ୍ତୁ ଏ ସପ୍ତାହର ରାଶିଫଳ

Jun 21, 2026 - 06:20
Weekly Horoscope 2026 June 21 to 27: ଜାଣନ୍ତୁ ଏ ସପ୍ତାହର ରାଶିଫଳ

"ମେଷ- ରବିବାର ଆଗକୁ ବଢ଼ିବା ପାଇଁ କିଛି ନୂଆ ଭାବିବେ।

ସୋମ ଓ ମଙ୍ଗଳବାର ସବୁ ସମସ୍ୟା ଦୂର ହେବ।

ବୁଧ ଓ ଗୁରୁବାର ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ।

ଶୁକ୍ର ଓ ଶନିବାର ଆର୍ଥିକ ସ୍ଥିତି ସାମାନ୍ୟ ରହିବ।Advertisment ବୃଷ- ରବିବାର ବନ୍ଧୁ ସହିତ ସାକ୍ଷାତ ହେବ।

ସୋମ ଓ ମଙ୍ଗଳବାର ମନରେ ଘୂରି ବୁଲିଥିବା ଯୋଜନା ସଫଳ ହେବ।

ବୁଧ ଓ ଗୁରୁବାର ରାଜନୀତିରେ ଉଚ୍ଚ ପଦବି ମିଳିପାରେ।

ଶୁକ୍ର ଓ ଶନିବାର ଦାମ୍ପତ୍ୟ ସମ୍ବନ୍ଧ ମଧୁର ହେବ।

ମିଥୁନ- ରବିବାର ଭଲ ଖବର ପାଇବେ।

ସୋମ ଓ ମଙ୍ଗଳବାର ବିବାଦ ଠାରୁ ଦୂରରେ ରହନ୍ତୁ।

ବୁଧ ଓ ଗୁରୁବାର କାର୍ଯ୍ୟକ୍ଷେତ୍ରରେ ଭଲ ଅବସର ପାଇବେ।

ଶୁକ୍ର ଓ ଶନିବାର ବ୍ୟବସାୟ କାମରେ ଦୂରସ୍ଥାନକୁ ଯାଇପାରନ୍ତି।

କର୍କଟ- ରବିବାର ଆୟରେ ବୃଦ୍ଧି ହେବ।

ସୋମ ଓ ମଙ୍ଗଳବାର ଜମି କିଣିବାରେ ଲାଭ ହେବ।

ବୁଧ ଓ ଗୁରୁବାର ଅଫିସ୍‌ରେ ନୂଆ କାମ ମିଳିପାରେ।

ଶୁକ୍ର ଓ ଶନିବାର ପ୍ରିୟଜନ ସହ ଖୁସିର ମୁହୂର୍ତ୍ତ ଅତିବାହିତ କରିବେ।

ସିଂହ- ରବିବାର ନୂଆ ଲୋକଙ୍କ ସହ ମିଶନ୍ତୁ ଲାଭ ହେବ।

ସୋମ ଓ ମଙ୍ଗଳବାର ଉପାର୍ଜନ ପାଇଁ ଜ୍ଞାନ ପାଇବେ।

ବୁଧ ଓ ଗୁରୁବାର ଦାମ୍ପତ୍ୟ ଜୀବନରେ ଖୁସି ବଜାୟ ରହିବ।

ଶୁକ୍ର ଓ ଶନିବାର ବେପାରରେ ଆର୍ଥିକ ଲାଭ ହେବ।

କନ୍ୟା- ରବିବାର ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ।

ସୋମ ଓ ମଙ୍ଗଳବାର କିଛି କାମରେ ଅଧିକ ସମୟ ଲାଗିପାରେ।

ବୁଧ ଓ ଗୁରୁବାର ଜମି ସଂପର୍କିତ କାମ ପୂରା ହେବ।

ଶୁକ୍ର ଓ ଶନିବାର ସାହିତ୍ୟ କବିତା ଲେଖି ପାରନ୍ତି।

ଆହୁରି ପଢ଼ନ୍ତୁ- Over Price: ସରକାର ଅନ୍ୟ ଦଳର ନେତାମାନଙ୍କୁ କିଣିବାରେ ବ୍ୟସ୍ତ!: ଲୋକଙ୍କ ପାଇଁ ଅତ୍ୟାବଶ୍ୟକୀୟ ଜିନିଷ କିଣିବା କଷ୍ଟକର,ମହଙ୍ଗା ଦର ନେଇ ଖଡ୍‌ଗେଙ୍କ କଡ଼ା ସମାଲୋଚନା ତୁଳା- ରବିବାର ଆତ୍ମବିଶ୍ବାସ ବୃଦ୍ଧି ହେବ।

ସୋମ ଓ ମଙ୍ଗଳବାର ଅର୍ଥାଭାବ ଅନୁଭବ କରିବେ।

ବୁଧ ଓ ଗୁରୁବାର ଆମଦାନି ବୃଦ୍ଧି ଲାଗି ଦିମାକରେ ଯୋଜନା ଆସିବ।

ଶୁକ୍ର ଓ ଶନିବାର ନୂଆ ଲକ୍ଷ୍ୟ ହାସଲ କରିବେ।

ବିଛା- ରବିବାର ପାରିବାରିକ ସମ୍ବନ୍ଧ ମଜଭୁତ ହେବ।

ସୋମ ଓ ମଙ୍ଗଳବାର ଧାର୍ମିକ କାର୍ଯ୍ୟ କରିବାର ମଉକା ପାଇବେ।

ବୁଧ ଓ ଗୁରୁବାର ପଇସାର ଅଭାବ ଅନୁଭବ କରି ପାରନ୍ତି।

ଶୁକ୍ର ଓ ଶନିବାର ପରିଶ୍ରମର ସୁଫଳ ପାଇବେ।

ଧନୁ- ରବିବାର ଉନ୍ନତି ପାଇଁ ନୂଆ ମାର୍ଗ ଖୋଲିବ।

ସୋମ ଓ ମଙ୍ଗଳବାର ସଂପତ୍ତି ବୃଦ୍ଧି ପାଇଁ ଯୋଜନା ସଫଳ ହେବ।

ବୁଧ ଓ ଗୁରୁବାର ନିଜର ସାଥୀଙ୍କୁ ଉପହାର ଦେବେ।

ଶୁକ୍ର ଓ ଶନିବାର କୌଣସି ଜ୍ଞାନର କଥା ଶୁଣିବେ।

ମକର- ରବିବାର ଧନଲାଭର ମଉକା ପାଇବେ।

ସୋମ ଓ ମଙ୍ଗଳବାର ଧର୍ମକାର୍ଯ୍ୟ ପ୍ରତି ଆସ୍ଥା ବଢ଼ିବ।

ବୁଧ ଓ ଗୁରୁବାର କାରବାରରେ ଆଶାଠୁ ଅଧିକ ଲାଭ ହେବ।

ଶୁକ୍ର ଓ ଶନିବାର ରାଜନୀତିରେ ସଫଳତା ପାଇବେ।

କୁମ୍ଭ- ରବିବାର ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ।

ସୋମ ଓ ମଙ୍ଗଳବାର କୌଣସି କଥା ବୁଝିବାରେ ସଂଶୟ ହୋଇପାରେ।

ବୁଧ ଓ ଗୁରୁବାର ଘରେ ଖୁସିର ମାହୋଲ ରହିବ।

ଶୁକ୍ର ଓ ଶନିବାର ଅଫିସରେ ପଦୋନ୍ନତି ଯୋଗ ଅଛି।

ମୀନ- ରବିବାର ଅଯଥା କଥାଠୁ ଦୂରରେ ରହନ୍ତୁ।

ସୋମ ଓ ମଙ୍ଗଳବାର ଆମଦାନିର ନୂଆ ଉତ୍ସ ପାଇବେ।

ବୁଧ ଓ ଗୁରୁବାର କୌଣସି ନିଷ୍ପତ୍ତି ତରବରିଆରେ ନିଅନ୍ତୁ ନାହିଁ।

ଶୁକ୍ର ଓ ଶନିବାର ଆପଣଙ୍କ କାମର ଗତି ବଢ଼ିବ।"