Mahanadi River: ଭଟ୍ଟାରିକା ମନ୍ଦିର ବେଢାକୁ ସ୍ପର୍ଶ କଲା ପ୍ରଥମ ବନ୍ୟାଜଳ

Aug 26, 2026 - 18:19
Mahanadi River: ଭଟ୍ଟାରିକା ମନ୍ଦିର ବେଢାକୁ ସ୍ପର୍ଶ କଲା ପ୍ରଥମ ବନ୍ୟାଜଳ

"କଟକ: କଟକଜିଲ୍ଲା ବଡମ୍ବା ଭଟ୍ଟାରିକା ମନ୍ଦିର ବେଢାକୁ ସ୍ପର୍ଶ କଲା ପ୍ରଥମ ବନ୍ୟାଜଳ।

ଲଗାଣ ବର୍ଷା ହେତୁ ମହାନଦୀ ଫୁଲିବାରେ ଲାଗିଛି।

ନଦୀର ଜଳସ୍ତର ବୃଦ୍ଧି କାରଣରୁ ଭଟ୍ଟାରିକା ମନ୍ଦିରର ବେଢାରେ ପ୍ରବେଶ କରିଛି ବନ୍ୟାଜଳ।

ଏ ପର୍ଯ୍ୟନ୍ତ ଦେବୋତ୍ତର କିମ୍ବା ତହସିଲ ପ୍ରଶାସନ ପକ୍ଷରୁ କୌଣସି ବ୍ୟାପକ ବନ୍ଦୋବସ୍ତ କରାଯାଇନି।

ପର୍ଯ୍ୟଟକମାନେ ମହାନଦୀର ବଢି ଜଳକୁ ଦେଖିବା ପାଇଁ ଆସୁଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବାକୁ ଦାବି କରାଯାଇଛି।

ଇତିମଧ୍ୟରେ ହୀରାକୁଦରେ ୧୬ଟି ଗେଟ ଖୋଲା ଯାଇଥିବାରୁ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି।Advertisment "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)