Loot: ମୁନିଗୁଡ଼ାରେ ଚାଞ୍ଚଲ୍ୟ: କାନ୍ଥ ଖୋଳି ସୁନା ଦୋକାନରୁ ଲୁଟ୍

Nov 14, 2026 - 10:38
Loot: ମୁନିଗୁଡ଼ାରେ ଚାଞ୍ଚଲ୍ୟ: କାନ୍ଥ ଖୋଳି ସୁନା ଦୋକାନରୁ ଲୁଟ୍

ମୁନିଗୁଡ଼ା(ରାଜୀବ ଲୋଚନ ଦାଶ): ମୁନିଗୁଡ଼ାରେ ଚାଞ୍ଚଲ୍ୟ ।

ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାରେ ସୁନା ଦୋକାନରୁ ଚୋରି ହୋଇଥିବା ସୂଚନା ମିଳିଛିI ମୁନିଗୁଡ଼ା ଥାନା ଅଧୀନରେ ଥିବା ତିନିକୋଣିଆ ଛକ ମୁରଲୀ ଅଳଙ୍କାର ଦୋକାନକୁ ଟାର୍ଗେଟ୍ କରିଛନ୍ତି ଦୁର୍ବୃତ୍ତ।

Advertisment ପାଟ୍ରୋଲିଙ୍ଗ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି ସୂଚନାରୁ ଜଣାପଡିଛି ଦୋକାନ ପଛପଟ କାନ୍ଥ ଖୋଳି ଭିତରେ ପଶି ଚୋରି କରିଛନ୍ତି।

ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛି ମୁନିଗୁଡ଼ା ପୁଲିସ ତଦନ୍ତ ଆରମ୍ଭ କରିଛି।

ସୁନା ଦୋକାନ ମାଲିକ ଆଇ ମୁରଲୀ ଦୋକାନରୁ ଦଶ କେ ଜି ରୂପା ଓ ୨୦ଗ୍ରାମ ସୁନା ଚୋରି ହୋଇଥିବା ଅଭିଯୋଗ କରିଛନ୍ତି I ଥାନାର ନିକଟରୁ ଚୋରି ହୋଇଥିବାରୁ ପୁଲିସର ପାଟ୍ରୋଲିଙ୍ଗ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି I ସାଇଣ୍ଟିଫିକ ଟିମ୍ ଓ ପୁଲିସର ସନ୍ଧାନୀ କୁକୁର ତଦନ୍ତ ପାଇଁ ଯିବେ ବୋଲି ସୂଚନା ମିଳିଛିI Teacher: ଶିକ୍ଷକଙ୍କ ପାଇଁ ହାତ ଖୋଲିଦେଲେ: ବ୍ଲକଗ୍ରାଣ୍ଟରୁ ବଞ୍ଚିତ ୧୯୪ଟି ହାଇସ୍କୁଲକୁ ଅନୁଦାନ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)