Liver and Kidney Problems: ବାତ୍ୟାକୁ ହରାଇଥିଲେ, ଏବେ ରୋଗ ସହ ଲଢ଼ୁଛନ୍ତି! ଗୁରୁତର ଶିକ୍ଷକ ମୋହନ ମହାରଣା

Nov 17, 2026 - 08:55
Liver and Kidney Problems: ବାତ୍ୟାକୁ ହରାଇଥିଲେ, ଏବେ ରୋଗ ସହ ଲଢ଼ୁଛନ୍ତି! ଗୁରୁତର ଶିକ୍ଷକ ମୋହନ ମହାରଣା

ICUରେ ଭର୍ତ୍ତି ହୋଇଥିବା ଅର୍ଣ୍ଣବ ବିଜୟୀ ଶିକ୍ଷକ ମୋହନ ମହାରଣା ଗୁରୁତର ହୋଇପଡିଛନ୍ତି ।

ଫୁଲବାଣୀରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

ବାତ୍ୟା ଅର୍ଣ୍ଣବ ହରାଇ ଜୀବନ ଯୁଦ୍ଧରେ ବିଜୟୀ ହୋଇଥିବା ରାଇକିଆ ଅଞ୍ଚଳର ଶିକ୍ଷକ ମୋହନ ମହାରଣା ଅସୁସ୍ଥ ହେବାରୁ ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ICU ରେ ଭର୍ତ୍ତି କରାଯାଇଥିଲା ।

Advertisment ତେବେ ତାଙ୍କ ଦେହ ଆହୁରି ଅଧିକ ଅସୁସ୍ଥ ହେବାରୁ ତାଙ୍କୁ ଫୁଲବାଣୀରୁ ବ୍ରହ୍ମପୁର MKCG ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

ତାଙ୍କ ଲିଭର ଏବଂ କିଡ଼ନୀରେ ସମସ୍ୟା ରହିଥିବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରାଯାଇଛି ବୋଲି ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ଜିତେନ୍ଦ୍ର ନାୟକ କହିଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)