‌Literature: କବିତା ସଂସାର: କବି ଅଜୟ ସ୍ବାଇଁଙ୍କ କଲମରୁ ନିଃସୃତ...

Jul 28, 2026 - 17:59
‌Literature: କବିତା ସଂସାର: କବି ଅଜୟ ସ୍ବାଇଁଙ୍କ କଲମରୁ ନିଃସୃତ...

"ସଂସାର ଅଜୟ ସ୍ବାଇଁ କଇଁଆ ଗଛ ଫାଙ୍କରେଚନ୍ଦ୍ରଉଦିଆ ଆକାଶ ଚେନାଏପକ୍ଷୀମାନେ ବ୍ୟାକରଣ ହୋଇଘରକରଣା ଶିଖାନ୍ତିସ୍ତ୍ରୀ ଲୋକଟିକୁ।କାନ୍ଦଣା ବହିର କଳାଲୋକଟିକ୍ରମେ ଧନୁର୍ଦ୍ଧର ହୋଇସଂସାର ଗଢ଼େ, ବନବାସ ପଠାଏ ତାକୁ।Advertisment ଆହୁରି ପଢ଼ନ୍ତୁ- Rajasthan Safai Karmachari Recruitment: ଖାଲି ଥିବା ୨୪,୭୫୨ଟି ସଫେଇ କର୍ମଚାରୀ ପଦବି ହେବ ପୁରଣ ପିଲାମାନେ ବର୍ଷାପାଣିରେସିଲଟରୁ ଲିଭାନ୍ତି ପିଲାଦିନଅକ୍ଷରମାନେ ତରା ହୋଇମେଘକୁ ଦେଖାନ୍ତି ଦିଗ।ପ୍ରେମଗୀତ ଲେଖୁଥିବା କବିପାଲଟେ ବୈରାଗୀତେଲଲୁଣ ସଂସାର ପାଖରେବଢୁଥାଏ ଉଇହୁଙ୍କାବଢୁଥାଏ ରୋଗ, ବୁଢ଼ାକାଳ...ବାଟ ଦେଖାଉଥିବା ଛାୟାପଥରେଭର୍ତ୍ତି ହୋଇଯାଏ ଅନ୍ଧାରପଖାଳ କଂସାରେ ହୁଏପ୍ରେମର ସୂର୍ଯ୍ୟାସ୍ତଟିପେ ଲୁଣପାଣିରେ ଡୁବିଯାଏକଳହଂସ କେଦାର।ସଂସାର ଭିତରେ ଘର କଲେକାଳେ, ସହିବାକୁ ପଡ଼େ ପଥର?କାଗଜର କାନ୍ଥଉପରେ ନଡ଼ାର ଛପର?

ଆହୁରି ପଢ଼ନ୍ତୁ-Rain In Odisha: ବର୍ଷାରେ ଜନଜୀବନ ପ୍ରଭାବିତ; ତମ୍ବୁ ତଳେ ଆଶ୍ରୟ ନେଲେ ୧୪ ପରିବାର ଅଇଁଠା ଥାଳି ଉପରେମାଛକଣ୍ଟାଅଲଗୁଣିରେ ଶୁଖୁଚି ବାସିଲୁଗାପବନରେ ଉଡ଼େ ଫରଫର।

କେମିତି ସମ୍ଭାଳିବ ଏ ସଂସାର?ଘଟରେ ସହସ୍ର କଣାପୁଣି ଏ ଭବ ପାରାବାର।

ମୋ: ୯୧୭୮୫୫୮୫୦୮ ଅଧିକ ଦେଖନ୍ତୁ- "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।