Literature: କବିତା ବିଶ୍ୱାସର ନାଁ ପକ୍ଷୀ: ରାଜୀବ କୁମାର ଷଡ଼ଙ୍ଗୀଙ୍କ କଲମରୁ ନିଃସୃତ...
"ବିଶ୍ୱାସର ନାଁ ପକ୍ଷୀ ରାଜୀବ କୁମାର ଷଡ଼ଙ୍ଗୀ ବିଶାଳ ଆକାଶ ଛାତିରେମଳୟ ପବନ କୋଳରେଚକ୍କର ମାରୁଥିବା ବିଶ୍ୱାସର ନାଁପକ୍ଷୀ!
ସ୍ୱପ୍ନ ଓ ଆକାଂକ୍ଷାର ଦୁଇ ଡେଣା ମେଲେଇ ଦିଏ ସେ ଶୂନ୍ୟରେ...
ମହାଶୂନ୍ୟରେ...!
ଘୂରିଯାଏ ନିମିଷରେନଦନଦୀ, ସମୁଦ୍ର, ଜଙ୍ଗଲ ଦେଶଦଶର ମଥାନରେ।ତା" ପାଇଁ ତ ଖୋଲାମେଲାବିଶ୍ୱ ଚୌହଦି।Advertisment ଆହୁରି ପଢ଼ନ୍ତୁ- Shahnaz Ilyas: ଗର୍ଭବତୀ ଥିବାବେଳେ କଲେ ୟୁପିଏସସି ପ୍ରସ୍ତୁତି: ପ୍ରଥମ ପ୍ରଚେଷ୍ଟାରେ ଆଇପିଏସ ଅଫିସର ହେଲେ ଶହନାଜ ଇଲିୟାସ ନା ଥାଏ ସୀମାରେଖା ଡେଇଁବାର ଭୟବାରଣ ବି ନଥାଏମନ୍ଦିର, ମସଜିଦ୍, ଗିର୍ଜା,ଗୁରୁଦ୍ୱାରର ଗମ୍ବୁଜରେ ନେବାକୁ ଆଶ୍ରୟ।
ନିର୍ବିକାର ନଶ୍ୱର ପ୍ରବାହର ନାଁ ପକ୍ଷୀ!
ହଜେ ସେ ଅନ୍ୟର କାୟାରେ ଅସ୍ତିତ୍ୱ ହଜାଏ ହାଏ, ମାୟାରେଆଉ କା"ର ହାଃ!
ଅନେକ ଅନୁଭବଦିନ ଆଉ ରାତି ପଣତରେ ହଁ, ମୁକୁଳିତ ପୁଲକର ନାଁ ପକ୍ଷୀ!
ମୋ: ୯୪୩୯୭୩୫୩୧୧ ଅଧିକ ଦେଖନ୍ତୁ- "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
