Lightning: ସିନାପାଲି: ବଜ୍ରାଘାତରେ ବୃଦ୍ଧ ମୃତ

Jun 28, 2026 - 08:58
Lightning: ସିନାପାଲି: ବଜ୍ରାଘାତରେ ବୃଦ୍ଧ ମୃତ

"ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍ ଅନ୍ତର୍ଗତ କରଣବାହାଳୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଡଙ୍ଗରୀଗୁଡା ଗ୍ରାମର ଧନେଶ୍ୱର ମାଝୀ ବଜ୍ରାଘାତରେ ମୃତ୍ୟୁ ହୋଇଅଛି।

ଧନେଶ୍ୱର ମାଝୀ ବୟସ ୬୪ ବର୍ଷ ପିତା - ଗୋବର୍ଧ ନ ମାଝୀ ।Advertisment ଜମିରୁ ଘରକୁ ଫେରୁଥିବା ବେଳେ ବଜ୍ରାଘାତ ଗତକାଲି  ଅପରାହ୍ନ  ୪ଘଣ୍ଟା ୩୦ ମିନିଟ୍  ସମୟରେ ନିଜ ଜମିରୁ ଘରକୁ ଫେରୁଥିବା ବେଳେ ବଜ୍ରପାତ ହୋଇଥିଲା।

ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ସିନାପାଲି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ।

ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା କରିବା ସତ୍ୱେ ନେଇଥିବା ବେଳେ  ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛିନ୍ତି।

Odisha High Court: ପଟ୍ଟାଦାର ବଦଳରେ ଜମିର ସତ୍ତ୍ବ ସ୍ଥିତିବାନ ରେକର୍ଡ କରିବା ପାଇଁ ପଦକ୍ଷେପ ନେବାକୁ ଭୁବନେଶ୍ବର ତହସିଲଦାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ "