Fire In Bus: ଚଳନ୍ତା ବସ୍ରେ ଲାଗିଲା ନିଆଁ, ସମସ୍ତ ଯାତ୍ରୀ ସୁରକ୍ଷିତ
"ପାଲଲହଡ଼ା: ପାଲଲହଡ଼ା ବ୍ଲକ ଖମାର ଥାନା ବାରକୋଟିଆ ଗାଁଠାରେ ଗତକାଲି ରାତି ୧ଟା ବେଳେ ଏକ ବସ୍ରେ ନିଆଁଲାଗି ଅଗ୍ନିକାଣ୍ଡ ଘଟିଥିଲା।
ରାଉରକେଲାରୁ ପାରାଦୀପ ଯାଉଥିବା ଶ୍ରୀମା ନାମକ ଏକ ଯାତ୍ରୀବାହୀ ବସରେ ହଠାତ ସଟ ସର୍କିଟ ହେଇଯିବାରୁ ନିଆଁ ଲାଗିଯାଇଥିଲା ।
ବସରେ ଥିଲେ ପାଖାପାଖି ୬୦ରୁ ଉର୍ଦ୍ଧ୍ବ ଯାତ୍ରୀ।
ସମସ୍ତଙ୍କୁ ତଳକୁ ଓହ୍ଲାଯାଇଥିଲା।Advertisment ଯାତ୍ରୀ ସୁରକ୍ଷିତ ପାଲଲହଡା ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।
ଠିକ୍ ସମୟରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଯାତ୍ରୀଙ୍କୁ ସୁରକ୍ଷିତ ରଖିଥିଲେ।
ବର୍ତ୍ତମାନ ଯାତ୍ରୀ ସୁରକ୍ଷିତ ଥିବା ପ୍ରକାଶ।
Odisha High Court: ପଟ୍ଟାଦାର ବଦଳରେ ଜମିର ସତ୍ତ୍ବ ସ୍ଥିତିବାନ ରେକର୍ଡ କରିବା ପାଇଁ ପଦକ୍ଷେପ ନେବାକୁ ଭୁବନେଶ୍ବର ତହସିଲଦାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ "