Leg Massager: ୩ ହଜାରରୁ କମ୍‌ରେ ଲେଗ୍ ମସାଜର୍

Oct 20, 2026 - 07:12
Leg Massager: ୩ ହଜାରରୁ କମ୍‌ରେ ଲେଗ୍ ମସାଜର୍

"ପୋର୍ଟ୍ରୋନିକ୍ସ ଭାରତରେ ନୂଆ ଓୟାରଲେସ୍‌ ଲେଗ୍ ମସାଜର୍ ଜେନୋ ଏଲ୍‌ ମିନି ଲଞ୍ଚ କରିଛି।

ଏହି ମସାଜର୍‌ର ଦାମ ୨,୮୪୯ ଟଙ୍କା ରଖାଯାଇଛି।ଏହି ମସାଜର୍‌ରେ କାଫ୍‌, ଥାଇ, ଅପର୍‌ ଆର୍ମ, ଫୋର୍‌ଆର୍ମ, ରିକଭରି ଓ ଟାର୍ଗେଟେଡ୍‌ ପରି ୬ଟି ମସାଜ୍ ମୋଡ୍ ରହିଛି।

ଏହାସହ କମ୍ ଓ ଅଧିକ ଚାପ ପାଇଁ ଦୁଇଟି ବିକଳ୍ପ ମିଳୁଛି।

ନିଜ ଆବଶ୍ୟକତା ଅନୁସାରେ ବ୍ୟବହାରକାରୀ ମସାଜ୍ ମୋଡ୍ ଓ ପ୍ରେସର୍‌ ବାଛିପାରିବେ।

ଏଥିରେ ୧୦ ମିନିଟ୍ ଓ ୨୦ ମିନିଟ୍‌ର ଟାଇମର୍ ମଧ୍ୟ ରହିଛି।

ଏହାର କଣ୍ଟ୍ରୋଲ୍ ୟୁନିଟ୍‌କୁ ଅଲଗା କରିହେବ।

ଏଥିରେ ପାୱାର୍, ମସାଜ୍ ମୋଡ୍, ପ୍ରେସର୍‌ ଓ ଟାଇମର୍ ନିୟନ୍ତ୍ରଣ ପାଇଁ ବଟନ୍ ଦିଆଯାଇଛି।Advertisment Kolkata: କୋଲକାତା ଦୁର୍ଗାପୂଜା: ଭିଡ଼ ପରିଚାଳନା ପାଇଁ ୯ ଆଇପିଏସ୍‌ ଅଧିକାରୀଙ୍କୁ ଦାୟିତ୍ବ ଏହି ଡିଭାଇସ୍‌ରେ ଏୟାର୍‌ କମ୍ପ୍ରେସନ୍ ଟେକ୍‌ନୋଲୋଜି ବ୍ୟବହାର ହୋଇଛି।

ଏହା ପାଦର ଥକାପଣ କମାଇବା ଏବଂ ବ୍ୟାୟାମ ପରେ ମାଂସପେଶୀକୁ ଆରାମ ଦେବାରେ ସାହାଯ୍ୟ କରିବ ବୋଲି କମ୍ପାନି କହିଛି।

ଏଥିରେ ୨,୦୦୦ଏମ୍‌ଏଏଚ୍‌ର ବ୍ୟାଟେରି ରହିଛି।

କମ୍ପାନିର ଦାବି ଅନୁସାରେ, ଥରେ ଚାର୍ଜ କଲେ ଏହାକୁ ୭୫ ମିନିଟ୍ ପର୍ଯ୍ୟନ୍ତ ବ୍ୟବହାର କରିହେବ।

ଏଥିରେ ୟୁଏସ୍‌ବି ଟାଇପ୍‌-ସି ଚାର୍ଜିଂ ପୋର୍ଟ ରହିଛି।

ଭେଲ୍‌କ୍ରୋ ଷ୍ଟ୍ରାପ୍ ଥିବାରୁ ଏହାକୁ ପାଦରେ ସହଜରେ ଲଗାଇହେବ।

ଏହାକୁ କମ୍ପାନିର ଅଫିସିଆଲ୍ ୱେବ୍‌ସାଇଟ୍ ସହ ଆମାଜନ୍‌, ଫ୍ଲିପ୍‌କାର୍ଟ ଓ ଅନ୍ୟ ଅନ୍‌ଲାଇନ୍ ଓ ଅଫ୍‌ଲାଇନ୍ ଷ୍ଟୋର୍‌ରୁ କିଣିହେବ।

କମ୍ପାନି ଏଥିରେ ୧୨ ମାସର ୱାରେଣ୍ଟି ମଧ୍ୟ ଦେଉଛି।

Weather: ତାମିଲନାଡୁରେ ଉତ୍ତର-ପୂର୍ବ ମୌସୁମୀ ସକ୍ରିୟ, ଚେନ୍ନାଇରେ ପ୍ରବଳ ବର୍ଷା"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)