land Dispute: ଜମିବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ: ଗ୍ରାମ ମୁରବିଙ୍କ ସମେତ ୧୦ରୁ ଅଧିକ ଆହତ

Sep 01, 2026 - 13:38
land Dispute: ଜମିବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ: ଗ୍ରାମ ମୁରବିଙ୍କ ସମେତ ୧୦ରୁ ଅଧିକ ଆହତ

"କାମାକ୍ଷାନଗର: ଜମି ବିବାଦକୁ ନେଇ ଗାଁ ପାଲଟିଲା ରଣକ୍ଷେତ୍ର।

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ କାମାକ୍ଷାନଗର ଥାନା ବେଢାପାଳ ଗାଁରେ ଜମି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷରୁ ଏଭଳି ଅଭାବନୀୟ କାଣ୍ଡ ଘଟିଛି।Advertisment ଗାଁରେ ଅଶାନ୍ତିକର ପରିବେଶ ସୃଷ୍ଟି ହୋଇଛି ଜମି ବିବାଦକୁ କେନ୍ଦ୍ର କରି ଦୁଇ ପକ୍ଷ ମଧ୍ୟରେ ମାରପିଟ ହୋଇଥିବା ବେଳେ ଗାଁରେ ଅଶାନ୍ତିକର ପରିବେଶ ସୃଷ୍ଟି ହୋଇଛି ।

ଏହି ଘଟଣାରେ ଗାଁର ମୁରବି ବିଘ୍ନେଶ୍ୱର ଜେନାଙ୍କ ସମେତ ଉଭୟ ପକ୍ଷରୁ ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।

ଆହତମାନଙ୍କୁ ଚିକିତ୍ସା ପାଇଁ କାମାକ୍ଷାନଗର ଉପଖଣ୍ଡ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଛି।

ଏହି ଘଟଣାକୁ ନେଇ ଗାଁରେ ଉତ୍ତେଜନା ଲାଗି ରହିଛି।

କାମାକ୍ଷାନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛି ।

Murder: ସମ୍ପର୍କୀୟ ଶଳାର ମାଡ଼ରେ ଭିଣେଇ ମୃତ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)