Kangana Ranaut: ତ୍ରିଷାକୁ ନେଇ ଏମିତି କହିଲେ କଙ୍ଗନା...
"ସାଉଥ ଅଭିନେତ୍ରୀ ତ୍ରିଷା କୃଷ୍ଣନଙ୍କ ସପକ୍ଷରେ ମୁହଁ ଖୋଲିଲେ କଙ୍ଗନା ରାଣାୱତ୍।
ସଫଳ ମହିଳାଙ୍କୁ କାହିଁକି ବାରମ୍ବାର ଟାର୍ଗେଟ୍ କରାଯାଏ ବୋଲି ଉଠାଇଲେ ପ୍ରଶ୍ନ।
ବଲିଉଡ୍ ଅଭିନେତ୍ରୀ ତଥା ସାଂସଦ କଙ୍ଗନା ରାଣାୱତ୍ ତାମିଲନାଡୁରେ ଅଭିନେତ୍ରୀ ତ୍ରିଷା କୃଷ୍ଣନଙ୍କୁ ନେଇ ଚାଲିଥିବା ବିବାଦ ପ୍ରସଙ୍ଗରେ ନିଜ ମତ ରଖିଛନ୍ତି।
ଜାତୀୟ ଗଣମାଧ୍ୟମ ସହ କଥା ହେବା ବେଳେ ସେ କହିଛନ୍ତି ଯେ, ମହିଳାଙ୍କୁ ଅପମାନିତ କରିବା କିମ୍ବା ବଦନାମ କରିବା ପାଇଁ ପ୍ରଥମେ ସଫଳ ମହିଳାଙ୍କୁ ହିଁ ଟାର୍ଗେଟ୍ କରାଯାଏ।Advertisment "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
