Jio: ଜିଓ ପ୍ଲାଟଫର୍ମସ୍‌ର ଲିଷ୍ଟିଂ ଆଜି

Oct 28, 2026 - 00:24
Jio: ଜିଓ ପ୍ଲାଟଫର୍ମସ୍‌ର ଲିଷ୍ଟିଂ ଆଜି

ମୁମ୍ବାଇ: ଜିଓ ପ୍ଲାଟଫର୍ମସ୍‌ ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ ଆଇପିଓର ଲିଷ୍ଟିଂ ବୁଧବାର ଷ୍ଟକ ମାର୍କେଟରେ ହେବ।

ପୂର୍ବାହ୍ନ ୧୦ଟାରେ ଉଭୟ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଓ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜରେ ଏହାକୁ ତାଲିକାଭୁକ୍ତ କରାଯିବ।

ତେଣୁ କେତେ ଟଙ୍କାରେ ଏହି କମ୍ପାନିର ସେୟାର ତାଲିକାଭୁକ୍ତ ହେବ ତାହା ଉପରେ ନିବେଶକମାନଙ୍କ ନଜର ରହିଛି।

୨୧ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ନିବେଶକମାନଙ୍କ ପାଇଁ ୩୦୨୧୩ କୋଟି ଟଙ୍କା ମୂଲ୍ୟର ଏହି ଆଇପିଓ ପାଇଁ ଆବେଦନ ଖୋଲାଯାଇଥିଲା।

ଆବେଦନ ସମୟରେ ଆଇପିଓ କ୍ଷେତ୍ରରେ ଜିଓ ଅନେକ ରେକର୍ଡ କରିଛି।

୨୬ ତାରିଖରେ ନିବେଶକମାନଙ୍କୁ ସେୟାର ଆବଣ୍ଟନ କରାଯାଇଛି।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)