Javelin anti tank missile: ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ୍ ମିସାଇଲ୍ କିଣିବାକୁ ଭାରତର ଯୋଜନା

Aug 28, 2026 - 18:41
Javelin anti tank missile: ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ୍ ମିସାଇଲ୍ କିଣିବାକୁ ଭାରତର ଯୋଜନା

"ନୂଆଦିଲ୍ଲୀ: ଭାରତ ଯୁଦ୍ଧ-ପରୀକ୍ଷିତ ଆମେରିକା ନିର୍ମିତ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ୍ ମିସାଇଲ୍ ସିଷ୍ଟମ ହାସଲ କରିବାକୁ ଯୋଜନା କରୁଛି।

ଭାରତର ଏହି ଯୋଜନାକୁ ନୂଆଦିଲ୍ଲୀରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତ ସର୍ଗିଓ ଗୋର୍ ପ୍ରଶଂସା କରିଛନ୍ତି।

ଗୋର୍‌ କହିଛନ୍ତି ଯେ, ଏହା ଭାରତ-ଆମେରିକା ପ୍ରତିରକ୍ଷା ସମ୍ପର୍କରେ ଏକ ପ୍ରମୁଖ ପଦକ୍ଷେପ ହେବ ଓ ଏହା ସହ-ଉତ୍ପାଦନ ସମ୍ଭାବନାର ଦ୍ୱାର ଖୋଲିପାରେ।

ଗୋର୍‌ କହିଛନ୍ତି ଯେ, ବର୍ଦ୍ଧିତ ପ୍ରତିରକ୍ଷା ଓ ଶିଳ୍ପ ସହଯୋଗ ମଧ୍ୟରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଉଚ୍ଚସ୍ତରରେ ରହିଛି।Advertisment ଜାଭେଲିନ୍ ହେଉଛି ଆମେରିକା ନିର୍ମିତ, ପୋର୍ଟେବଲ୍, ଫାୟାର-ଏଣ୍ଡ-ଫୋର୍ଗେଟ୍ ଆଣ୍ଟି-ଟ୍ୟାଙ୍କ୍ ମିସାଇଲ୍ ଯାହା ସଶସ୍ତ୍ର ବିପଦକୁ ସଠିକ୍ ଭାବରେ ଟାର୍ଗେଟ କରିବା ପାଇଁ ଡିଜାଇନ୍ କରାଯାଇଛି।

ଜାଭେଲିନ୍ ଚୁକ୍ତି ଭାରତ ପାଇଁ କେବଳ ଏକ କ୍ଷେପଣାସ୍ତ୍ର ଅଧିଗ୍ରହଣ ନୁହେଁ।

ଏହା ଆମେରିକା-ଭାରତ ପ୍ରତିରକ୍ଷା ସମ୍ପର୍କରେ ଏକ ପ୍ରମୁଖ ପଦକ୍ଷେପ ବୋଲି ଭାରତରେ ଥିବା ଆମେରିକୀୟ ଦୂତାବାସ କହିଛି।

ନେପାଳ ବନ୍ୟା ମୃତ୍ୟୁ ସଂଖ୍ୟା ୫୪୭ ଛୁଇଁଲା: ଶବାଗାରରେ ସ୍ଥାନାଭାବ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)