Jalchand jewellers: ଲାଲ୍‌ଚନ୍ଦ୍‌ର ପାର୍ବଣ ଭେଟି: ‘ଆପଣଙ୍କ ଟଙ୍କାରେ ଅଧିକ ସୁନା’

Sep 03, 2026 - 23:23
Jalchand jewellers: ଲାଲ୍‌ଚନ୍ଦ୍‌ର ପାର୍ବଣ ଭେଟି: ‘ଆପଣଙ୍କ ଟଙ୍କାରେ ଅଧିକ ସୁନା’

"ଭୁବନେଶ୍ୱର: ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଲାଲ୍‌ଚନ୍ଦ୍‌ ଜୁଏଲର୍ସ ନୂଆ ଅଭିଯାନ ଆରମ୍ଭ କରିଛି। "ଆପଣଙ୍କ ଟଙ୍କାରେ ଅଧିକ ସୁନା" ଶୀର୍ଷକରେ ଆରମ୍ଭ ହୋଇଥିବା ଏହି ଅଭିଯାନରେ ଓଡ଼ିଶାର ଲାଲ୍‌ଚନ୍ଦ୍‌ର ସମସ୍ତ ସୋରୁମ୍‌ରେ ସମଗ୍ର ଗହଣା ସମ୍ଭାର ଉପରେ ରହିଛି ଆକର୍ଷଣୀୟ ରିହାତି।

ଏହି ଅଭିଯାନର ମୁଖ୍ୟ ଆକର୍ଷଣ ହେଉଛି ସମସ୍ତ ସୁନା ଗହଣା ଉପରେ ଗଢ଼ା ମଜୁରି ମାତ୍ର ୮.୯୯%।Advertisment ଲାଲ୍‌ଚନ୍ଦ୍‌ର ଏହି ବର୍ଷର ପାର୍ବଣ ଅଫର୍‌ର ଅନ୍ୟାନ୍ୟ ଆକର୍ଷଣ ମଧ୍ୟରେ ରହିଛି ସମସ୍ତ ୨୨ କ୍ୟାରେଟ୍ ଏଚ୍‌ୟୁଆଇଡି ଆଣ୍ଟିକ୍ ଓ ଫ୍ୟାନ୍ସି ସୁନା ଗହଣା ଉପରେ ୧୦.୯୯% ଗଢ଼ା ମଜୁରି, ସମସ୍ତ ଆଇଜିଆଇ -ସର୍ଟିଫାଏଡ୍ ହୀରା ମୂଲ୍ୟ ଉପରେ ଫ୍ଲାଟ୍ ୩୦% ରିହାତି ଏବଂ ସମସ୍ତ ରୁପା ଗହଣାର ଗଢ଼ା ମଜୁରି ଉପରେ ଫ୍ଲାଟ୍ ୪୦% ରିହାତି।

ଗ୍ରାହକଙ୍କ ବ୍ୟାପକ ଚାହିଦାକୁ ଦୃଷ୍ଟିରେ ରଖି ବ୍ରାଣ୍ଡ୍ ଲାଲ୍‌ଚନ୍ଦ୍‌ ଏହାର "ସୋନେ ପେ ସୁହାଗା" କିସ୍ତି ଯୋଜନାକୁ ମଧ୍ୟ ଜାରି ରଖିଛି।

ଏହି ଯୋଜନାରେ ଗ୍ରାହକମାନେ ନିଜ ପସନ୍ଦର ଗହଣା କିଣିବା ପୂର୍ବରୁ ମାସିକ କିସ୍ତିରେ ଅର୍ଥ ଜମା କରିପାରିବେ ଏବଂ ଶୂନ ଗଢ଼ା ମଜୁରିରେ ଗହଣା କିଣିବାର ସୁବିଧା ପାଇପାରିବେ।

କଟକରେ ଲାଲ୍‌ଚନ୍ଦ୍‌ ଜୁଏଲର୍ସର ଦ୍ବିତୀୟ ସୋ"ରୁମ୍ ଲାଲ୍‌ଚନ୍ଦ୍‌ ଗ୍ରୁପ୍‌ର ଚେୟାର୍‌ମ୍ୟାନ୍‌ ଡ.

ସଂଜୟ ହଂସ କହିଛନ୍ତି, ଆମ ରାଜ୍ୟର ସାଧାରଣ ସୁନା କ୍ରେତାଙ୍କ ଚିନ୍ତା, ଆବେଗ ଓ ଆଶାକୁ ଆମେ ଭଲ ଭାବେ ବୁଝୁଛୁ।

ପରିଶ୍ରମୀ ମଧ୍ୟବିତ୍ତ ପରିବାର ପାଇଁ, କଷ୍ଟ ଉପାର୍ଜିତ ଆୟରେ କିଣିଥିବା ସୁନା କେବଳ ଏକ ଆର୍ଥିକ କିମ୍ବା ପିଢ଼ି ଗତ ପାରମ୍ପରିକ ସମ୍ପତ୍ତି ନୁହେଁ; ଏହା ସେମାନଙ୍କ ଜୀବନର ସଞ୍ଚୟ, ଭାବନା ଓ ସାମାଜିକ ପରମ୍ପରା ସହ ଗଭୀର ଭାବେ ଜଡ଼ିତ।

ସେ ଆହୁରି କହିଛନ୍ତି, ପୂଜା ପାର୍ବଣର ଋତୁ ଆସିଛି।

ସବୁଠାରୁ କମ୍ ଏବଂ ସ୍ୱଚ୍ଛ ଗଢ଼ା ମଜୁରି ଦେବାର ଆମ ଏହି ଅଭିଯାନ ଗ୍ରାହକଙ୍କ ଭାବନା ଓ ପରମ୍ପରା ପ୍ରତି ଏକ ସମ୍ମାନ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)