Jagannath Temple: ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ

Aug 29, 2026 - 15:22
Jagannath Temple: ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ

"ପୁରୀ: ଶ୍ରୀମନ୍ଦିରରେ ହେଲା ବଡ଼ ମହାସ୍ନାନ।

ଦେଢ଼ ଘଣ୍ଟା ବନ୍ଦ ରହିଥିଲା ସର୍ବସାଧାରଣ ଦର୍ଶନ।

ଧୁକୁଡି ଦ୍ୱାରରେବାନ୍ତି ପଡ଼ିଥିବାରୁ ବଡ଼ ମହାସ୍ନାନ ନୀତି ହୋଇଛି।

ସକାଳ ଧୂପ ପରେ ଭିତରକାଠ ଦର୍ଶନ ଚାଲିଥିବା ବେଳେ ବାନ୍ତି ପଡ଼ିଥିବା ନଜର ଆସିଥିଲା ।

ଏହାପରେ ବଡ଼ ମହାସ୍ନାନ ଅନୁଷ୍ଠିତ ହୋଇଥିଲା।Advertisment ସାଧାରଣ ଦର୍ଶନ ପ୍ରଭାବିତ ହୋଇଥିଲା ଏଥିଲାଗି ଦେଢ଼ ଘଣ୍ଟା ସାଧାରଣ ଦର୍ଶନ ପ୍ରଭାବିତ ହୋଇଥିଲା।

ଏହାପରେ ସୁରୁଖୁରୁରେ ପୁଣି ସର୍ବସାଧାରଣ ଦର୍ଶନ ଚାଲିଛି।

Arrested: ବେଆଇନ ବନ୍ଧୁକ ରଖିଥିବା ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କଲା କୋରେଇ ପୁଲିସ୍ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)