IND vs NZ: ରୋମାଞ୍ଚକର ମୁକାବିଲାରେ ଭାରତ ବିଜୟୀ, ୧୧୩ ରନ୍ରେ ପଡ଼ିଥିଲା ୭ ୱିକେଟ୍, ଶୃଙ୍ଖଳା ୨-୦ରେ ଅଗ୍ରଣୀ
ୱେଲିଂଟନ୍: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ୱେଲିଂଟନରେ ଖେଳାଯାଇଥିବା ଦ୍ବିତୀୟ ଦିନିକିଆରେ ଭାରତ ବିଜୟୀ ହୋଇଛି।
ଛୋଟ ଲକ୍ଷ୍ୟକୁ ଭାରତ ସହଜରେ ବିଜୟ ହାସଲ କରି ପ୍ରଶଂସକମାନଙ୍କୁ ଦୀପାବଳି ଭେଟି ଦେଇଛି।
ବର୍ଷା ବାଧିତ ମ୍ୟାଚ୍ରେ ଡିଏଲ୍ଏସ୍ ନିୟମ ଅନୁଯାୟୀ ଫଳାଫଳ ଘୋଷଣା କରାଯାଇଛି।
ଭାରତ ଏହି ମୁକାବିଲାକୁ ୪ ରନ୍ର ଜିତିଛି।
ଏଥି ସହିତ ଶୃଙ୍ଖଳାର ୨-୦ରେ ଅଗ୍ରଣୀ ହାସଲ କରିଛି।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
