IBM Indulge Programme: ଟ୍ରାଇଡେଣ୍ଟରେ ଆଇବିଏମ୍‌ର ଇଣ୍ଡଲଜ୍‌ କାର୍ଯ୍ୟକ୍ରମ

Aug 13, 2026 - 01:01
IBM Indulge Programme: ଟ୍ରାଇଡେଣ୍ଟରେ ଆଇବିଏମ୍‌ର ଇଣ୍ଡଲଜ୍‌ କାର୍ଯ୍ୟକ୍ରମ

"ଭୁବନେଶ୍ବର: ଆଇବିଏମ୍‌ର ପ୍ରାକ୍‌ ନିଯୁକ୍ତ କ୍ୟାମ୍ପସ ଜ୍ଞାନ ଆଦାନପ୍ରଦାନ କାର୍ଯ୍ୟକ୍ରମ ଇଣ୍ଡଲଜ୍‌ ଟ୍ରାଇଡେଣ୍ଟ ଏକାଡେମିରେ ଅନୁଷ୍ଠିତ ହୋଇଯାଇଛି।

ଆଇବିଏମ୍‌ ଭୁବନେଶ୍ବରର ବରିଷ୍ଠ ପ୍ରାକ୍‌ଟିସ୍‌ ଲିଡର୍‌ ଦେବେଶ ଦାସଙ୍କ ନେତୃତ୍ବରେ ଏହି ଆଲୋଚନା ଅନୁଷ୍ଠିତ ହୋଇଥିଲା ଯାହାର ବିଷୟବସ୍ତୁ ଥିଲା "ଜେନେରେଟିଭ୍‌ ଏଆଇ ଓ ଲାର୍ଜ ଲାଙ୍ଗୁଏଜ୍‌ ମଡେଲ୍‌"।

ଆଇବିଏମ୍‌ର ବକ୍ତାମାନେ ମଧ୍ୟ ଛାତ୍ରଛାତ୍ରୀମାନଙ୍କ ସହ ଭାବବିନିମୟ କରିଥିଲେ।

କିଛି ଭର୍ଚୁଆଲ ମାଧ୍ୟମରେ ମଧ୍ୟ ଯୋଡ଼ି ହୋଇଥିଲେ।

ଶେଷ ବର୍ଷର ବି.ଟେକ୍‌ ଛାତ୍ରଛାତ୍ରୀମାନେ ଏଥିରେ ଅଂଶଗ୍ରହଣ କରି ବିଶେଷଜ୍ଞମାନଙ୍କଠାରୁ ବୈଷୟିକ ବିଷୟ ଓ ଶିଳ୍ପ ବିଷୟରେ ସୂଚନା ପାଇଥିଲେ।Advertisment "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media