Hyva Truck Crashes Into House: ଶୋଇଥିବା ବେଳେ ଘରେ ପଶିଲା ହାଇୱା; ଅଳ୍ପକେ ବର୍ତ୍ତିଲା ପରିବାରଲୋକଙ୍କ ଜୀବନ

Oct 05, 2026 - 14:55
Hyva Truck Crashes Into House: ଶୋଇଥିବା ବେଳେ ଘରେ ପଶିଲା ହାଇୱା; ଅଳ୍ପକେ ବର୍ତ୍ତିଲା ପରିବାରଲୋକଙ୍କ ଜୀବନ

"ଅନୁଗୋଳ: ଅନୁଗୋଳରୁ ଛେଣ୍ଡିପଦା ଆଡକୁ କୋଇଲା ପରିବହନ ପାଇଁ ଆସୁଥିବା ଏକ ହାଇୱା ଭାରସାମ୍ୟ ହରାଇ ମଧ୍ୟରାତ୍ରରେ ଲୋକଙ୍କ ଘରେ ପଶିଯାଇଥିଲା।

ଏହି ଦୁର୍ଘଟଣା‌ରେ ପରିବାରଲୋକଙ୍କ ଜୀବନ ଅଳ୍ପକେ ରକ୍ଷା ପାଇଯାଇଛି।

ଦୁର୍ଘଟଣାଗସ୍ତ ହାଇୱାର ନମ୍ବର ଓଡ଼ି-୦୪-ଆର-୨୧୯୦  ଥିବା ଜଣାପଡ଼ିଛି।

Advertisment ସୂଚନାଯୋଗ୍ୟ, ହାଇୱାଟି ନିଶା ଛକରେ କବି ବେହେରା(୪୬)ଙ୍କ ଜଳଖିଆ ଦୋକାନ ଭାଙ୍ଗି ଘନଶ୍ୟାମ ସାହୁ(୭୦)ଙ୍କ ଘରେ ପଶିଯାଇଥିଲା।

ଏହି ଦୁର୍ଘଟଣାରେ ଘରେ ରହୁଥିବା ୧୫ ଜଣ ଲୋକଙ୍କ ଜୀବନ ଅଳ୍ପକେ ରକ୍ଷାପାଇ ଯାଇଥିବା ବେଳେ କିଛି ସମୟ ପାଇଁ  ଉକ୍ତ ରାସ୍ତାରେ  ଯାନବାହନ ଯାତାୟାତ ବନ୍ଦ ରହିଥିଲା।

ପୁଲିସ ପହଞ୍ଚି ପରିସ୍ଥିତିକୁ ଆୟତ୍ତକୁ ନେଇଥିଲା।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)