Hyderabad: ସାଂସଦ ପୁଅଙ୍କ କାର ଧକ୍କାରେ ଓଡ଼ିଆ ଯୁବତୀଙ୍କ ମୃତ୍ୟୁ
ହାଇଦ୍ରାବାଦ: ହାଇଦ୍ରାବାଦରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଆଷ୍ଟନ୍ ମାର୍ଟିନ୍ (ଏକ ପ୍ରସିଦ୍ଧ ବ୍ରିଟିଶ୍ ଲଗ୍ଜରୀ ସ୍ପୋର୍ଟସ୍ ) କାର ଧକ୍କାରେ ଜଣେ ୨୬ ବର୍ଷୀୟ ଯୁବତୀଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ରାଜ୍ୟସଭା ସାଂସଦ ଲିଙ୍ଗମନେନୀ ରମେଶଙ୍କ ୨୧ ବର୍ଷୀୟ ପୁଅ ଲିଙ୍ଗମନେନି ସଞ୍ଜୁଷଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
