Horoscope 2026 September 16: ଜାଣନ୍ତୁ ଆଜିର ରାଶିଫଳ...

Sep 16, 2026 - 00:07
Horoscope 2026 September 16: ଜାଣନ୍ତୁ ଆଜିର ରାଶିଫଳ...

"ମେଷ: ପାରିବାରିକ ସମସ୍ୟା ଦୂର ହେବ।

ପାର୍ଟଟାଇମ୍‌ କାମ କରିବାର ଯୋଜନା ପୂରା ହେବ।

ଛାତ୍ର କଂପ୍ୟୁଟର ପାଠ୍ୟକ୍ରମରେ ନାମ ଲେଖାଇବେ।

ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।Advertisment ବୃଷ: ବ୍ୟବସାୟ ବଢ଼ାଇବା ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବେ।

କୌଣସି ବନ୍ଧୁ ସହିତ ମିଶିବାର ମଉକା ପାଇବେ।

ଆପଣଙ୍କ ପିଲାଙ୍କୁ ‌ପୁରସ୍କାର ମିଳିବା ଯୋଗୁଁ ଖୁସି ହେବେ।

ଦାମ୍ପତ୍ୟ ଜୀବନରେ ପ୍ରସନ୍ନତା ଆସିବ।

ମିଥୁନ: ବ୍ୟବସାୟୀଙ୍କ ଲାଗି ଦିନଟି ଭଲ ରହିବ।

କର୍ତୃପକ୍ଷଙ୍କ କଥାକୁ ଧ୍ୟାନ ଦେଇ ଶୁଣନ୍ତୁ।

ଆପଣଙ୍କର କୌଣସି ଇଚ୍ଛା ପୂରା ହୋଇପାରେ।

ଶତ୍ରୁପକ୍ଷ ଆପଣଙ୍କଠାରୁ ଦୂରତ୍ବ ବନାଇ ରହିବେ।

କର୍କଟ: ପରିବାରର ଛୋଟ ପିଲା ଆପଣଙ୍କୁ କିଛି ଖୁଆଇବା ପାଇଁ ଗୁହାରି କରିବେ।

ଆପଣ କୌଣସି କଥାକୁ ନେଇ ବିଚାରବିମର୍ଶ କରିବେ।

ଓକିଲଙ୍କ ଲାଗି ଦିନଟି ଭଲ ରହିବ।

ଧନଲାଭ ଯୋଗ ଅଛି।

ସିଂହ: ଛୋଟ ଛୋଟ କଥାରେ ବରିକ୍ତ ହୁଅନ୍ତୁ ନାହିଁ।

ପ୍ରେମୀଯୁଗଳ ଜଣେ ଅନ୍ୟଜଣଙ୍କ ଭାବନାକୁ ସମ୍ମାନ କରିବେ।

ବ୍ୟବସାୟରେ ବଡ଼ ଡିଲ୍ ହେବା ଯୋଗୁଁ ଧନଲାଭ ହେବ।

ଘରକୁ କୁଣିଆ ଆସିବେ। ‌  କନ୍ୟା: ବୈବାହିକ ଜୀବନରେ ପ୍ରସନ୍ନତା ରହିବ।

ଅଧୁରା କାମ ପୂରା କରିବାରେ ସଫଳ ହେବେ।

ଅଫିସ କାମ ସଂପୂର୍ଣ୍ଣ କରିବା ପାଇଁ ତରତର ହୁଅନ୍ତୁ ନାହିଁ।

ଦେଇ ଆସୁଥିବା ମାସିକ କିସ୍ତି ପୂରା ହୋଇଯିବ। ‌ ଆହୁରି ପଢ଼ନ୍ତୁ- Success Story Divya Dwivedi: ଆସିଥିଲା ଅନେକ କଠିନ ପରିସ୍ଥିତି କିନ୍ତୁ ଭାଙ୍ଗି ନଥିଲା ଦିବ୍ୟାଙ୍କ ସ୍ବପ୍ନ ତୁଳା: ପରିବାର ସହିତ କୌଣସି ଧର୍ମାନୁଷ୍ଠାନକୁ ଯିବେ।

ଅଫିସରେ ଆପଣଙ୍କ ବ୍ୟକ୍ତିତ୍ବର ପ୍ରଶଂସା ହେବ।

କାର୍ଯ୍ୟକ୍ଷେତ୍ରରେ କୌଣସି ଅନୁଭବୀ ବ୍ୟକ୍ତିଙ୍କ ସାହାଯ୍ୟ ପାଇବେ।

ରାଜନୀତିରେ ସମ୍ମାନ ବଢ଼ିବ।

ବିଛା: ଚାକିରିଜୀବୀଙ୍କର ବେତନ ବୃଦ୍ଧି ହେବ।

ଛୋଟ ପିଲା ଚିତ୍ର ଆଙ୍କିବାରେ ବ୍ୟସ୍ତ ରହିବେ।

ସଂପତ୍ତି ମାମଲାରେ ବରିଷ୍ଠ ଲୋକଙ୍କ ସହିତ କଥା ହୁଅନ୍ତୁ।

ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ।

ଧନୁ: ଛୋଟିଆ କଥାରେ ବିରକ୍ତ ହୁଅନ୍ତୁ ନାହିଁ।

ବିରୋଧୀ ଆପଣଙ୍କ ଉପରେ ପ୍ରାଧାନ୍ୟ ବିସ୍ତାର କରିବାକୁ ଚାହିବେ।

କୌଣସି ଅର୍ନ୍ତରାଷ୍ଟ୍ରୀୟ କଂପାନିରେ ଚାକିରିର ସୁଯୋଗ ଆସିବ।

ମକର: ଆପଣଙ୍କ ଭିତରେ ଏକ ନୂଆ ଶକ୍ତିସଂଚାର ହେବ।

କୌଣସି ଧାର୍ମିକ ଆୟୋଜନରେ ସାମିଲ ହୋଇପାରନ୍ତି।

ସମ୍ବନ୍ଧରେ ମିଷ୍ଟତା ବଢ଼ିବ।

ଲେଖାପଢ଼ାରେ ସାଥୀର ସାହାଯ୍ୟ ପାଇବେ।

କୁମ୍ଭ: ଜୀବନସାଥୀ ସହିତ ଖୁସିର କ୍ଷଣ ଅତିବାହିତ କରିବେ।

କାର୍ଯ୍ୟକ୍ଷେତ୍ରରେ ଆପଣ ପ୍ରତିଭା ଦେଖାଇବେ।

ଆପଣଙ୍କୁ କୌଣସି ଭଲ ଚାକିରି ମିଳିବ।

ବନ୍ଧୁ ସହିତ ହୋଟେଲକୁ ଭୋଜନ ପାଇଁ ଯିବେ।

ମୀନ: ବ୍ୟବସାୟରେ ଭଲ ଧନ ଅର୍ଜନ କରିବାରେ ସଫଳ ହେବେ।

ଅର୍ଥ ଦିଆନିଆରେ ସାବଧାନତା ଅବଲମ୍ବନ କରନ୍ତୁ।

ଆପଣ କାହାରି ଉପରେ ଆଖି ବନ୍ଦ କରି ଭରସା କରନ୍ତୁ ନାହିଁ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)