Horoscope 2026 November 06: ଜାଣନ୍ତୁ ଆଜିର ରାଶିଫଳ...

Nov 06, 2026 - 00:05
Horoscope 2026 November 06: ଜାଣନ୍ତୁ ଆଜିର ରାଶିଫଳ...

‌ମେ‌ଷ: ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ।

ନୂଆ ବେପାର କରିବାକୁ ଚାହୁଥିଲେ ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ।

ଅଫିସରେ କାମ ଅଧିକ ହେବା ଯୋଗୁଁ ସଂପୂର୍ଣ୍ଣ କରିବା ପାଇଁ ସମୟ ଲାଗିବ। ‌ Advertisment ବୃଷ: ଆପଣଙ୍କର ଶକ୍ତି ଭଲ କାମରେ ଲଗାଇବେ।

କଳାକ୍ଷେତ୍ରରେ ଥିବା ଲୋକଙ୍କୁ କୌଣସି ଜାଗାରେ ପ୍ରଦର୍ଶନ ଲାଗି ସୁଯୋଗ ମିଳିବ।

ଜୀବନସାଥୀଙ୍କ ସହଯୋଗ ମିଳିବା ଯୋଗୁଁ ଆପଣଙ୍କ କାମ ସଂପୂର୍ଣ୍ଣ ହେବ। ‌‌ ‌ ‌ ମିଥୁନ: କୌଣସି ଖୁସି ଖବର ପାଇବେ।

ଅଫିସରେ ସାଥୀର କାମ କରୁଥିବା ଲୋକଙ୍କର ପୂରା ସହଯୋଗ ପାଇବେ।

ନିଜ କ୍ୟାରିୟର ରେ ସଫଳତାର ଖୁବ୍ ନିକଟବର୍ତ୍ତୀ ହେବେ। ‌ କର୍କଟ: ବନ୍ଧୁ ଘରକୁ ଆସିବା ଯିବା ଲାଗି ରହିବ।

କାମ ସଂପୂର୍ଣ୍ଣ କରିବା ଲାଗି ଯୋଜନା କରିବେ।

ଯ‌ାତୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।

ବନ୍ଧୁ ସହ ଲାଗି ରହିଥିବା ମତଭେଦ ଦୂର ହେବ। ‌ ‌ ସିଂହ: ଆପଣଙ୍କ ଦାମ୍ପତ୍ୟ ଜୀବନରେ ଆପୋସୀ ସାମଞ୍ଜସ୍ୟ ବଜାୟ ରହିବ।

ନୂଆ ଲୋକଙ୍କ ସହିତ ମିଶିବା ଭବିଷ୍ୟତ ଲାଗି ଲାଭଦାୟକ ରହିବ।

ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ। ‌‌ ‌ କନ୍ୟା: ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ହେବ।

ଅଫିସରେ କୌଣସି କାମକୁ ନେଇ ଅଧିକ ବ୍ୟସ୍ତ ରହିବେ।

ବକେୟା ଅର୍ଥ ପାଇବେ।

ନୂଆ ଜମି କିଣିବା ପୂର୍ବରୁ ଦଲିଲକୁ ଭଲଭାବେ ଯାଞ୍ଚ କରିନିଅନ୍ତୁ।

ଆହୁରି ପଢ଼ନ୍ତୁ- Central Team Meets Odisha CM ଅର୍ଣ୍ଣବ ଓ ପରବର୍ତ୍ତୀ ବନ୍ୟା କ୍ଷୟକ୍ଷତି ଆକଳନ: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ରୀୟ ଟିମ୍‌, ସମ୍ପୂର୍ଣ୍ଣ ଆକଳନ ପାଇଁ ଆହୁରି ଲାଗିବ ୮ ଦିନ ତୁଳା: ସବୁ କାମ ସହଜରେ ସଂପୂର୍ଣ୍ଣ ହେବ।

କୌଣସି ସମାରୋହକୁ ଯିବା ପାଇଁ ଯୋଜନା କରିବେ।

ଜୀବନସାଥୀ ଆପଣଙ୍କର ସଚ୍ଚୋଟତା ରେ ପ୍ରଭାବିତ ହେବେ।

ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ। ‌ ବିଛା: ଆପଣଙ୍କର ଧ୍ୟାନ ଆଧ୍ୟତ୍ମିକ ଦଗକୁ ରହିବ।

ଆତ୍ମୀୟସ୍ବଜନଙ୍କ ସହ ସମ୍ବନ୍ଧ ମଜଭୁତ ହେବ।

ଚାକିରିଜୀବୀ ମନ ଚାହୁଥିବା ଅଞ୍ଚଳକୁ ବଦଳି ହେବେ।

ଉଚ୍ଚଶିକ୍ଷା ଲାଗି ଦିନଟି ବହୁତ ଭଲ।

ଧନୁ: ମନ ଅଶାନ୍ତି ମୁକ୍ତ ରହିବ।

ନୂଆ କାମରେ ରୁଚି ବଢ଼ିବ।

ପରିବାର ସହ ବାହାରକୁ ବୁଲି ଯିବାର ଯୋଜନା କରିବେ।

ବଜେଟକୁ ଧ୍ୟାନ ରଖି ଖର୍ଚ୍ଚ କରନ୍ତୁ।

ଜୀବନସାଥୀ ଆପଣଙ୍କ ଭାବନାକୁ ସମ୍ମାନ କରିବେ।

ମକର: ଭାବିଥିବା କାମ ଧୀରେଧୀରେ କରି ସଂପୂର୍ଣ୍ଣ ହେବ।

କୌଣସି ଅଚିହ୍ନା ବ୍ୟକ୍ତିଙ୍କ ବ୍ୟବହାର ନେଇ ମନ ଟିକେ ଖରାପ ହେବ।

ମହିଳା ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ।

ପ୍ରେମ ଜୀବନ ମଧୁର ହେବ।

କୁମ୍ଭ: ଅଫିସରେ ଆପଣଙ୍କ କାମର ପ୍ରଶଂସା ହେବ।

କ୍ୟାରିୟର ସଂପର୍କିତ ନୂଆ ଅବସର ପାଇବେ।

ଆର୍ଥିକ ପକ୍ଷ ମଜଭୁତ ହେବ।

ଅବିବାହିତଙ୍କର ବିବାହ ଲାଗି କଥାବାର୍ତ୍ତା ଆରମ୍ଭ ହେବ।

ମୀନ: ଆପଣଙ୍କର ଆତ୍ମବିଶ୍ବାସ ଦେଖି କତୃପକ୍ଷ ଖୁସି ହେବେ।

ରାସ୍ତାରେ ଯିବାବେଳେ ପ୍ରିୟବନ୍ଧୁ ସହ ଦେଖା ହୋଇପାରେ।

ଆପଣଙ୍କୁ ଅଚାନକ ଧନଲାଭ ହେବ।

ଜମି ସମସ୍ୟା ସମାପ୍ତ ହୋଇଯିବ। ‌ ‌

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)