Horoscope 2026 June 10: ଜାଣନ୍ତୁ ଆଜିର ରାଶିଫଳ...

Jun 10, 2026 - 05:10
Horoscope 2026 June 10: ଜାଣନ୍ତୁ ଆଜିର ରାଶିଫଳ...

"୧୦ ଜୁନ୍ ୨୦୨୬, ‌ବୁଧବାର।

ତିଥି: ଜ୍ୟେଷ୍ଠ (ମଳ) କୃଷ୍ଣ ଦଶମୀ।

ନକ୍ଷତ୍ର: ଉତ୍ତରଭାଦ୍ର।

ଚନ୍ଦ୍ର: ମୀନ।

ସୂର୍ଯ୍ୟୋଦୟ: ୫ଟା୧୦, ସୂର୍ଯ୍ୟାସ୍ତ: ୬ଟା୨୧।

ଘାତଚନ୍ଦ୍ର: ଧନୁ।

ଘାତବାର: କର୍କଟ।

ଶୁଭବେଳା: ପ୍ରାତଃ ୭ଟା୪୮ରୁ ୮ଟା୨୮, ଦିବା ୧୦ଟା୭ରୁ ୧୧ଟା୧୯, ଦିବା ୧ଟା୫୭ରୁ ୫ଟା୨୮, ସନ୍ଧ୍ୟା ୬ଟା୨୧ରୁ ୯ଟା୫୭, ରାତ୍ରି ୧୨ଟା୭ରୁ ୧ଟା୩୪ ପର୍ଯ୍ୟନ୍ତ।Advertisment ମେଷ: ନୂଆ କାମ ଆରମ୍ଭ କରନ୍ତୁ ଯଥେଷ୍ଟ ଲାଭ ହେବ।

ନିକଟ ସଂପର୍କୀୟ ଆପଣଙ୍କୁ ଭଲ ପରାମର୍ଶ ଦେବେ।

ନବ ବିବାହିତ ନିଜର ଜୀବନସାଥୀ ସହ ଭଲ ସମୟ ଅତିବାହିତ କରିବେ।

ବୃଷ: ଲୋକମାନଙ୍କ ସହ ଅଯଥା କଥାରେ ସମୟ ନଷ୍ଟ କରନ୍ତୁ ନାହିଁ।

ନିଜ କାମରେ ମନୋଯୋଗ ଦିଅନ୍ତୁ।

ଚାକିରିଜୀବୀଙ୍କ ଲାଗି ଦିନଟି ଭଲ।

ପଦୋନ୍ନତିର ସୂଚନା ପାଇବେ। ‌  ମିଥୁନ: ଅନଲାଇନିରେ ଉପାର୍ଜନ ଲାଗି ସୁଯୋଗ ପାଇବେ।

ରାଜନୀତିରେ ସଫଳତା ପାଇବେ।

ଅଫିସରେ ଆପଣଙ୍କର ଭଲ ପ୍ରଦର୍ଶନ ଦେଖି କତୃପକ୍ଷ ପ୍ରଶଂସା କରିବେ।

ପ୍ରେମ ସମ୍ବନ୍ଧ ମଧୁର ହେବ।‌‌  କର୍କଟ: ବ୍ୟବସାୟରେ ସାହସର ସହ କାମ କରନ୍ତୁ, ସଫଳ ହେବେ।

ପରିବାର ମଧ୍ୟରେ ଆନନ୍ଦ ଉଲ୍ଲାସ ଦେଖାଦେବ।

ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।

ଛାତ୍ରଛାତ୍ରୀ କିଛି ନୂଆ ଶିଖିବେ। ‌ସିଂହ: ଅଫିସରେ ପରିଶ୍ରମ ଓ ମନୋଯୋଗରେ କାମ କରି ସଫଳ ହେବେ।

ପେସାଦାର ବ୍ୟବସାୟୀଙ୍କ ଲାଗି ଦିନଟି ଭଲ।

ପ୍ରେମୀ ଯୁଗଳ ନିଜର ନାରାଜ ଥିବା ସାଥୀଙ୍କୁ ମନାଇବାରେ ସଫଳ ହେବେ।

କନ୍ୟା: ଅଫିସରେ କାମ ସଂପୂର୍ଣ୍ଣ କରିବାରେ ସହକର୍ମୀଙ୍କର ସାହାଯ୍ୟ ପାଇବେ।

ସନ୍ତାନ ପକ୍ଷରୁ ଖୁସି ଖବର ପାଇବେ।

ଜୀବନସାଥୀ ସହ ବାହାରକୁ ବୁଲି ଯିବେ।

କାରବାରରେ ଧନଲାଭ ହେବ।

ତୁଳା: ଉନ୍ନତିରେ ଲାଗି ରହିଥିବା ବାଧା ଦୂର ହେବ।

ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ।

ଦୂରସ୍ଥାନକୁ ଯାଇପାରନ୍ତି।

ସମାଜରେ ଲୋକେ ଆପଣଙ୍କ ବ୍ୟକ୍ତିତ୍ବରେ ଖୁସି ହେବେ।

ଆହୁରି ପଢ଼ନ୍ତୁ- Shahzad Bhatti: ସ୍କ୍ରିନ୍‌ରେ ଖେଳ ମାଧ୍ୟମରେ ମନରେ ମୌଳବାଦୀ ଭାବନା ଉଜାଗର!: ଭାରତୀୟ ବେକାର ଯୁବବର୍ଗଙ୍କୁ ଟାର୍ଗେଟ କରୁଛି ଶାହଜାଦ ଭଟ୍ଟି ଗ୍ୟାଙ୍ଗ ବିଛା: ଭାବିଥିବା କାମ ସଂପୂର୍ଣ୍ଣ ହୋଇଯିବ।

ଆର୍ଥିକ ସ୍ଥିତିରେ ଯଥେଷ୍ଟ ସୁଧାର ହେବ।

କୌଣସି ଅଜଣା ବ୍ୟକ୍ତିଙ୍କ ଉପରେ ଭରସା କରନ୍ତୁ ନାହିଁ।

ଜୀବନସାଥୀ ସହ ସିନେମା ଦେଖିବେ।  ‌ଧନୁ: ଅଫିସରେ କତୃପକ୍ଷ ଆପଣଙ୍କ ଅଧୁରା କାମ ଦେଖି ଅସନ୍ତୁଷ୍ଟ ହୋଇପାରନ୍ତି।

ରାଜନୀତିକ ଲୋକଙ୍କ ଲାଗି ଦିନଟି ଭଲ।

ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ।

ପ୍ରେମ ସମ୍ବନ୍ଧ ନିବିଡ଼ ହେବ।

ମକର: କୌଣସି ଶୁଭ ଖବର ମିଳିବା ଯୋଗୁଁ ଘରେ ଖୁସିର ମାହୋଲ ରହିବ।

ନୂଆ ଯୋଜନା ଆରମ୍ଭ କରିବା ପୂର୍ବରୁ ଅନୁଭବୀ ବ୍ୟକ୍ତିଙ୍କ ମତ ନିଅନ୍ତୁ।

ସ୍ବାସ୍ଥ୍ୟ ପ୍ରତି ସଚେତ ରୁହନ୍ତୁ।

କୁମ୍ଭ: କାମ ସଂପୂର୍ଣ୍ଣ କରିବା ଲାଗି ବନ୍ଧୁର ସାହାଯ୍ୟ ପାଇବେ।

ଅଫିସରେ ସହକର୍ମୀ ଆପଣଙ୍କୁ ସମ୍ମାନ କରିବେ।

ପ୍ରିୟବନ୍ଧୁ ସହ ସାକ୍ଷାତ ହେବ।

ଛାତ୍ରଛାତ୍ରୀ ଲେଖାପଢ଼ାରେ ମନୋଯୋଗ ଦିଅନ୍ତୁ।

ମୀନ: ଯେଉଁ କାମ କରିବା ପାଇଁ ଚିନ୍ତା କରିଛନ୍ତି ଅଧିକ ପରିଶ୍ରମ ଓ ଏକାଗ୍ରତା ସହ ସଂପୂର୍ଣ୍ଣ କରିଦେବେ।

ବେପାରରେ ବକେୟା ଅର୍ଥ ପାଇବେ।

ସୁନା ଗହଣା କିଣିବା ଲାଗି ଭାବିବେ।

ଅଧିକ ଦେଖନ୍ତୁ- "