Horoscope 2026 July 02: ଜାଣନ୍ତୁ ଆଜିର ରାଶିଫଳ...

Jul 02, 2026 - 00:08
Horoscope 2026 July 02: ଜାଣନ୍ତୁ ଆଜିର ରାଶିଫଳ...

"ମେଷ: ଭାଗୀଦାରି ବ୍ୟବସାୟରେ ଉଚିତ ତାଳମେଳ ରହିବ।

ଆର୍ଥିକ ରୂପେ ମଜଭୁତ ରହିବେ।

ପାରିବାରିକ ଜୀବନ ସୁଖମୟ ହେବ।

ପ୍ରେମୀଯୁଗଳ ବାହାରକୁ ବୁଲି ଯିବାର ଯୋଜନା କରିବେ। ‌Advertisment ବୃଷ: ଅଟକି ରହିଥିବା କାମ ଆଉଥରେ ଆରମ୍ଭ କରନ୍ତୁ ଫାଇଦା ହୋଇପାରେ।

ଘରକୁ ବନ୍ଧୁ ଆସିବା ଯୋଗୁଁ ଖୁସିର ମାହୋଲ ରହିବ।

ଧନଲାଭର ସମ୍ଭାବନା।

ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରି ଖୁସି ଅନୁଭବ କରିବେ।‌ ମିଥୁନ: ବ୍ୟବସାୟ କାମରେ କୌଣସି ନିଷ୍ପତ୍ତି ନେବାବେଳେ ପରିବାର ଲୋକଙ୍କ ପରାମର୍ଶ ନିଅନ୍ତୁ।

ଆପଣଙ୍କ ଭିତରେ ନୂଆ ଶକ୍ତି ସଂଚାର ହେବ।

କଲେଜରେ ନୂଆ ସାଙ୍ଗ ବନାଇବେ।

ଗାଡ଼ି ସାବଧାନତାର ସହ ଚଳାନ୍ତୁ। ‌ କର୍କଟ: ଅନୁଭବୀ ଲୋକଙ୍କ ସହଯୋଗ ମିଳିବା ଯୋଗୁଁ ସମସ୍ୟାର ସମାଧାନ ହୋଇଯିବ।

କଠିନ ପରିଶ୍ରମ‌ର ସକାରାତ୍ମକଫଳ ପାଇବେ।

ଯେଉଁ ମହିଳା ଅନଲାଇନି ବ୍ୟବସାୟ କରିବାକୁ ଭାବୁଛନ୍ତି ତାଙ୍କ ଲାଗି ଦିନଟି ଭଲ। ‌ ସିଂହ: ଜୀବନକୁ ବଢ଼ିଆ କରିବା ଲାଗି କିଛି ମଉକା ପାଇବେ।

ଅଫିସରେ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ।

ଉଚ୍ଚାଧିକାରୀଙ୍କ ସହିତ ଭଲ ବ୍ୟବହାର କରିବେ।

ମହିଳା ବ୍ୟବସାୟୀଙ୍କ ପାଇଁ ଲାଭ ଯୋଗ ଅଛି।

କନ୍ୟା: ଦାମ୍ପତ୍ୟ ଜୀବନରେ ଲାଗି ରହିଥିବା ମନୋମାଳିନ୍ୟ ସମାପ୍ତ ହେବ।

ଅନୁଭବୀ ବ୍ୟକ୍ତିଙ୍କ ସାହାଯ୍ୟରେ ଆପଣଙ୍କ ଯୋଜନା ସଫଳ ହୋଇପାରେ।

ବ୍ୟବସାୟରେ ଆଶାଠୁ ଅଧିକ ଲାଭ ପାଇବେ।

ଆହୁରି ପଢ଼ନ୍ତୁ- Odisha High Court : ସୁଲେଇପାଟ ଲୁହା ପଥର ଖଣି ଲିଜ ଅବଧି ବୃଦ୍ଧି ପ୍ରସଂଗ, ଆବେଦନ ଖାରଜ କଲେ ହାଇକୋର୍ଟ ତୁଳା: ଦିନଚର୍ଯ୍ୟା ପାଇଁ କରିଥିବା ନିୟମ ଆପଣଙ୍କୁ ଆରାମ ଦେବ।

କୌଣସି କ୍ଷେତ୍ରରେ ପୁଞ୍ଜିନିବେଶ କରନ୍ତୁ ନିକଟ ଭବିଷ୍ୟତରେ ଲାଭ ହେବ।

ମାତାପିତା ଆପଣଙ୍କ ପରିଶ୍ରମରେ ଖୁସି ରହିବେ।

ବିଛା: ଜମି ବ୍ୟବସାୟୀ ଲାଭପ୍ରଦ ସଉଦା ପାଇବେ।

କିଛି ନୂଆ କରିବା ଲାଗି ନୂଆ ନୂଆ କୌଶଳ ଗ୍ରହଣ କରିବେ।

ଘରକୁ ବନ୍ଧୁ ଆସିବେ।

ଛାତ୍ରଛାତ୍ରୀଙ୍କର ପାଠପଢ଼ାରେ ମନ ଲାଗିବ।

ଧନୁ: ଶିକ୍ଷଣ କାର୍ଯ୍ୟରେ ସଫଳତା ପାଇବେ।

କାହାରି ଉପରେ ଭରସା କରିବା ପୂର୍ବରୁ ଭାଲଭାବେ ଚିନ୍ତା କରନ୍ତୁ।

ବ୍ୟକ୍ତିଗତ କାମ ସହିତ ଘରର ଦାୟିତ୍ବ ବଢ଼ିବ।

ଉନ୍ନତି ପାଇଁ ମଉକା ପାଇବେ।

ମକର: ଆପଣଙ୍କ ଲାଗି ଅନୁକୂଳ ପରିସ୍ଥିତି ରହିବ।

ଅନ୍ୟମାନଙ୍କଠୁ ସାହାଯ୍ୟ ଆଶା ରଖନ୍ତୁନାହିଁ।

କୌଣସି ଖୁସି ଖବର ପାଇ‌ବା ଯୋଗୁଁ ପରିବାରରେ ଖୁସିର ମାହୋଲ ରହିବ।

ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ।

କୁମ୍ଭ: ନୂଆ ଯୋଜନା ଉପରେ କାମ କରି ଭଲ ପରିଣାମ ପାଇବେ।

ଅଫିସରେ ସହକର୍ମୀଙ୍କ ସହିତ ଭଲ ତାଳମେଳ ରହିବ।

ବିଦ୍ୟାର୍ଥୀ ପରିଶ୍ରମର ସନ୍ତୋଷଜନକ ଫଳ ପାଇବେ।

ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ।

ମୀନ: ଆପଣଙ୍କ ଉପରେ ଅଧିକ ଦାୟିତ୍ବ ରହିବ।

ଆଧ୍ୟାତ୍ମିକ ଗତିବିଧିରେ କିଛି ସମୟ ବିତାଇ ଶାନ୍ତି ଅନୁଭବ କରିବେ।

ବିବାହିତ ଅଧିକରୁ ଅଧିକ ସମୟ ଜୀବନସାଥୀଙ୍କୁ ଦିଅନ୍ତୁ।

ରାଜନୀତି ସଫଳତା ପାଇବେ।

"