Horoscope 2026 August 18: ଜାଣନ୍ତୁ ଆଜିର ରାଶିଫଳ...
"ମେଷ: ଦୋକାନଦାରଙ୍କ ଲାଗି ଦିନଟି ଭଲ ରହିବ।
ପୁରୁଣା ବନ୍ଧୁ ସହ ଫୋନରେ ଦୀର୍ଘ ସମୟ କଥା ହେବେ।
ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ବଢ଼ିବ।
ଶିକ୍ଷାର୍ଥୀ ନୂଆ ପାଠ୍ୟକ୍ରମରେ ପ୍ରବେଶ ପାଇଁ ଭାବିବେ।
Advertisment ବୃଷ: ଗଣ୍ଡଗୋଳଠାରୁ ନିଜେ ଦୂରେଇ ରହନ୍ତୁ।
କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତିର ନିକଟତର ଥିଲେ ଅଧିକ ପରିଶ୍ରମ କରନ୍ତୁ। ପ୍ରେମୀଯୁଗଳ ଜଣେ ଅନ୍ୟଜଣଙ୍କ ସହିତ ସମୟ ଅତିବାହିତ କରିବେ।
ମିଥୁନ: କରି ଆସୁଥିବା କାମରେ ଲାଭ ପାଇବେ।
ଲୋକମାନଙ୍କ ଆଗରେ ଆପଣଙ୍କର ଛବି ଭଲ ବଜାୟ ରହିବ।
ସାଥୀ ଆପଣଙ୍କ ଭାବନାକୁ ବୁଝିବେ।
ସମ୍ବନ୍ଧରେ ମଧୁରତା ଆସିବ।
ଛାତ୍ରଙ୍କ ଲାଗି ଦିନଟି ଭଲ।
କର୍କଟ: କାର୍ଯ୍ୟକ୍ଷେତ୍ରରେ ନୂଆ ବିଚାର ଉପରେ ଭାବିବା ପାଇଁ ଦିନଟି ଭଲ।
କଠିନ ପରସ୍ଥିତିରେ କୌଣସି ଲୋକଙ୍କର ସାହାଯ୍ୟ ପାଇବେ।
ନୂଆ ଯାନ କିଣିବା ଲାଗି ଦିନଟି ଶୁଭ।
ପ୍ରେମ ଜୀବନ ଭଲ ରହିବ।
ସିଂହ: ପାରିବାରିକ ଦାୟିତ୍ବ ଭଲଭାବେ ତୁଲାଇବେ।
ବେପାର ବଢ଼ାଇବା ପାଇଁ ଜୀବନସାଥୀର ସାହାଯ୍ୟ ପାଇବେ।
ନୂଆ ଘର କିଣିବା ଲାଗି ଦିନଟି ଭଲ।
ପ୍ରେମୀଯୁଗଳଙ୍କ ମଧ୍ୟରେ ସମ୍ବନ୍ଧର ମଧୁରତା ବଢ଼ିବ।
କନ୍ୟା: ଅତ୍ୟଧିକ ଜିଦ୍ କରନ୍ତୁ ନାହିଁ।
ସମସ୍ତଙ୍କ ସହିତ ଭଲ ସମ୍ବନ୍ଧ ବନାଇ ରଖନ୍ତୁ।
ଆପଣଙ୍କର ସବୁ କାମ ମନମୁତାବକ ସଂପୂର୍ଣ୍ଣ ହେବ।
ଧନଲାଭ ଯୋଗ ଅଛି।
ଜୀବନସାଥୀଙ୍କୁ କିଛି ଭଲ କଥା କହିବେ।
ଆହୁରି ପଢ଼ନ୍ତୁ- Rainy season: ଆପଣାନ୍ତୁ ଏହି ଟିପ୍ସ: ବର୍ଷା ଦିନେ ଆଚାରରେ ଲାଗିବ ନାହିଁ ଫିମ୍ପି ତୁଳା: ସରକାରୀ କାମରେ କୌଣସି ଲୋକଙ୍କର ସାହାଯ୍ୟ ପାଇବେ।
ବ୍ୟବସାୟରେ ଅଚାନକ ଧନଲାଭ ହୋଇପାରେ।
ନବବିବାହିତଙ୍କ ଲାଗି ଦିନଟି ଭଲ।
ଛାତ୍ରଙ୍କୁ ଶୁଭ ସୂଚନା ମିଳିବ।
ବିଛା: ଆପଣଙ୍କ ମନ ଆଧ୍ୟାତ୍ମିକତାରେ ଲାଗି ରହିବ।
ବିଦେଶ କଂପାନିରୁ ଚାକିରିରୁ ପ୍ରସ୍ତାବ ଆସିପାରେ।
ଦମ୍ପତ୍ତି କୌଣସି ସାମାଜିକ ସମାରୋହକୁ ଯାଇପାରନ୍ତି।
ଛାତ୍ରଙ୍କୁ ଶୁଭ ସୂଚନା ମିଳିବ।
ଧନୁ: କାର୍ଯ୍ୟ ବ୍ୟସ୍ତତାରେ ଦିନଟି କଟିବ।
ପାରିବାରିକ ସଂପର୍କରେ ଭଲ ତାଳମେଳ ରହିବ।
ରାଜନୀତିରେ ଆର୍ଥିକ ଲାଭ ହେବ।
ଶିକ୍ଷାର୍ଥୀଙ୍କର ଲେଖାପଢ଼ାରେ ମନ ଲାଗିବ।
ଶାରୀରିକ ରୂପେ ସୁସ୍ଥ ରହିବେ।
ମକର: ନୂଆ ମୁକାମ ହାସଲ ହେବ।
କୌଣସି ଚାଲେଞ୍ଜକୁ ସହଜରେ ସମାଧାନ କରିଦେବେ।
କଳାକାରଙ୍କ ଲାଗି ଭଲ ଦିନଟିଏ।
ଦାମ୍ପତ୍ୟ ଜୀବନରେ ଖୁସି ଆସିବ।
ଆୟ ବ୍ୟୟ ସମନ୍ବୟ ରହିବ। କୁମ୍ଭ: ଆପଣ ଭାଗ୍ୟର ପୂରା ସହଯୋଗ ପାଇବେ।
କ୍ୟାରିୟରରେ ନୂଆ କୀର୍ତ୍ତିମାନ ସ୍ଥାପିତ କରିବେ।
ଭଲ ଜାଗାରେ ନିବେଶ ଲାଗି ସୁଯୋଗ ପାଇବେ।
ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।
ମୀନ: ପରିବାର ଲୋକଙ୍କ ସହିତ ସମୟ ଅତିବାହିତ କରିବେ।
ସ୍କୁଲ ଶିକ୍ଷକ ନିଜ କାମରେ ଖୁସି ରହିବେ।
ଲେଖକଙ୍କ ଲାଗି ଦିନଟି ଭଲ।
ମହିଳାମାନଙ୍କ ଲାଗି ଦିନଟି ଆରାମ ଦାୟକ ରହିବ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
