Horoscope 2026 August 15: ଜାଣନ୍ତୁ ଆଜିର ରାଶିଫଳ...

Aug 15, 2026 - 00:13
Horoscope 2026 August 15: ଜାଣନ୍ତୁ ଆଜିର ରାଶିଫଳ...

"ମେଷ: ବ୍ୟବସାୟ କାମରେ ବଡ଼ ସହରକୁ ଯାଇପାରନ୍ତି।

ଅଜଣା ବ୍ୟକ୍ତିଙ୍କ ଉପରେ ଆବଶ୍ୟକତା ଠାରୁ ଅଧିକ ଭରସା କରନ୍ତୁ ନାହିଁ।

ନବ ଦମ୍ପତ୍ତି ଭବିଷ୍ୟତକୁ ନେଇ ଯୋଜନା କରିବେ। ‌Advertisment ବୃଷ: ଜ୍ଞାନ ଓ ବୁଦ୍ଧି ବଳ ପ୍ରୟୋଗ କରନ୍ତୁ ସଫଳତା ପାଇବେ।

ଯେଉଁ ଫିଲ୍ମ କଳାକାର ସଂଘର୍ଷ କରୁଛନ୍ତି ସେମା‌ନଙ୍କ ଲାଗି ନୂଆ କାମ ଆସିବ।

ନୂଆ ପ୍ରେମ ପ୍ରସଙ୍ଗର ସମ୍ଭାବନା ରହିଛି।

ମିଥୁନ: ଭାଗ୍ୟ ବଦଳାଇବା ପାଇଁ ଶୁଭ ସମୟ।

ଯେତେ ମିଠା କଥା କହିବେ ସେତେ ଲାଭ ପାଇବେ।

ବ୍ୟବସାୟରେ ପ୍ରଗତି ଲାଗି ଦିନଟି ବହୁତ ଭଲ।

ଶିକ୍ଷାର୍ଥୀଙ୍କୁ ଦିନଟି ସଫଳତା ଦେବ।

ରାତିରେ ନିଦ ଭଲ ହେବ। ‌ କର୍କଟ: ମନରେ ନକାରାତ୍ମକ ଚିନ୍ତା ତ୍ୟାଗ କରନ୍ତୁ।

ଚାକିରି ଶିକ୍ଷା ଓ କାରବାରରେ ଉନ୍ନତି ଯୋଗ ରହିଛି।

ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ।

ବେକାରଙ୍କୁ ରୋଜଗାରର ଅବସର ପ୍ରାପ୍ତ ହେବ।

ସିଂହ: ଲାଗି ରହିଥିବା ବିବାଦ ସମାପ୍ତ ହେବ।

ଉପାର୍ଜନ ଲାଗି ନୂଆ ମଉକା ପାଇବେ।

ଅଭିନୟ କ୍ଷେତ୍ରରେ ଥିବା ଲୋକଙ୍କୁ ବଡ଼ ସୁଯୋଗ ମିଳିବ।

ଆପଣଙ୍କ ସରଳତା ଲାଗି ଆପଣଙ୍କର ବନ୍ଧୁ ଖୁସି ରହିବେ।

କନ୍ୟା: କୌଣସି ମନ୍ଦିର ବା ଧର୍ମାନୁଷ୍ଠାନର ଲୋକଙ୍କ ସେବା ପାଇଁ ମନ ବନାଇବେ।

ବ୍ୟବସାୟ କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ନୂଆ ସୁଯୋଗ ପାଇବେ।

ପ୍ରେମ ନିବେଦନ ଲାଗି ଦିନଟି ଭଲ।

ଆହୁରି ପଢ଼ନ୍ତୁ- statewide cyber awareness ସାଇବର ସଚେତନତା ଅଭିଯାନରେ ଯୋଗ ଦେଲେ ୪୦ଲକ୍ଷ ଛାତ୍ରଛାତ୍ରୀ ତୁଳା: ଧ୍ୟାନ ଯୋଗରେ ମନର ସକାରାତ୍ମକ ଶକ୍ତି ସଂଚାର ହେବ।

ବ୍ୟବସାୟ କାମରେ ଦୂରସ୍ଥାନକୁ ଯିବେ।

ରାଜନୈତିକ ପ୍ରଭାବ ବୃଦ୍ଧି ହେବ।

ଗୋପନୀୟ ତଥ୍ୟ ପ୍ରଘଟ କରନ୍ତୁ ନାହିଁ।

ଭ‌ାବିଚିନ୍ତି ଖର୍ଚ୍ଚ କରନ୍ତୁ।

ବିଛା: ଆତ୍ମବିଶ୍ବାସ ବୃଦ୍ଧି ହେବ।

ସମସ୍ୟା ସମାଧାନ କରିବା ପାଇଁ ଯତ୍ନବାନ ହେବେ।

ଗଣମାଧ୍ୟମ କ୍ଷେତ୍ରରେ ଥିବା ଲୋକଙ୍କ କାମର ପ୍ରଶଂସା ହେବ।

ପାରିବାରିକ ଜୀବନ ହସଖୁସିରେ ଅତିବାହିତ ହେବ।

ଧନୁ: ଆଳସ୍ୟ ତ୍ୟାଗ କରନ୍ତୁ।

ଅର୍ଥ ଠିକ୍ ଜାଗାରେ ନିବେଶ କରନ୍ତୁ।

ରାଜନୀତି କ୍ଷେତ୍ରରେ ଆପଣଙ୍କର ପ୍ରସିଦ୍ଧି ବଢ଼ିବ।

ପାରିବାରିକ ସୁଖପ୍ରାପ୍ତ ହେବ।

ଛାତ୍ରମାନେ ପରିଶ୍ରମର ସୁଫଳ ପାଇବେ।

ମକର: ସମସ୍ୟା କିଛି ରହିବ ହେଲେ ଚିନ୍ତା କରନ୍ତୁ ନାହିଁ ସନ୍ଧ୍ୟା ସୁଦ୍ଧା ସବୁ ଠିକ୍ ହୋଇଯିବ।

ଜୀବନରେ ଉନ୍ନତି ପାଇଁ ନୂଆ ମାର୍ଗ ଖୋଲିବ।

ଜୀବନସାଥୀଙ୍କ ନାମରେ କାର୍ କିଣି ପାରନ୍ତି। ‌  କୁମ୍ଭ: କୌଣସି ବନ୍ଧୁଠାରୁ ସାହାଯ୍ୟ ପାଇବେ।

ନୂଆ କାମ ଆରମ୍ଭ କରିବା ଲାଗି ଯୋଜନା ପ୍ରସ୍ତୁତ କରିବେ।

ଆପଣଙ୍କ ବ୍ୟକ୍ତିତ୍ବ ଅନ୍ୟମାନଙ୍କୁ ଆକର୍ଷିତ କରିବ।

ବୈବାହିକ ଜୀବନରେ ମନର ଆବେଗ ସମାପ୍ତ ହେବ।

ମୀନ: ପୁଞ୍ଜି ବଜାରରେ ନିବେଶ କରନ୍ତୁ ଭବିଷ୍ୟତରେ ଯଥେଷ୍ଟ ଲାଭ ପାଇବେ।

ସାମାଜିକସ୍ତରରେ ଲୋକଙ୍କୁ ସାହାଯ୍ୟ କରିବେ।

ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ।

ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media