Horoscope 2026 August 13: ଜାଣନ୍ତୁ ଆଜିର ରାଶିଫଳ...

Aug 13, 2026 - 00:13
Horoscope 2026 August 13: ଜାଣନ୍ତୁ ଆଜିର ରାଶିଫଳ...

"ମେଷ: ନିତିଦିନିଆ ଜୀବନରେ କିଛି ନବୀନତା ଆସିପାରେ।

ସମ୍ବନ୍ଧରେ ଗାରିମା ବଜାୟ ରଖିଲେ ପରିବାରରେ ସୁଖଶାନ୍ତି ବଜାୟ ରହିବ।

ଆର୍ଥିକ ସମସ୍ୟା ବନ୍ଧୁ ମାଧ୍ୟମରେ ସମାଧାନ ହୋଇଯିବ।  ‌Advertisment ବୃଷ: କିଣାବିକା ମାମଲାରେ ସାବଧାନ ରହନ୍ତୁ।

ଆର୍ଥିକ ରୂପେ ବନ୍ଧୁ ଠାରୁ ସାହାଯ୍ୟ ପାଇବେ।

କ୍ୟ‌ାରିୟର ବିଷୟରେ ଗୁରୁଙ୍କଠାରୁ ସାହାଯ୍ୟ ପାଇବେ।

ନକାରାତ୍ମକ ଜିନିଷଠାରୁ ଦୂରରେ ରହନ୍ତୁ।

ମିଥୁନ: ଦୂରସ୍ଥାନକୁ ଯିବାର ଯୋଗ ଅଛି।

ଘରର ସୁଖସୁବିଧା ସଂପର୍କିତ ଆବଶ୍ୟକତା ପୂରା କରିବା ପାଇଁ ବିଶେ‌ଷ ପ୍ରୟାସ କରିବେ।

ଖାଲି ସମୟରେ ନିଜର ଭଲ ଖରାପ ସଂପର୍କରେ ବିଚାର କରିବେ।

କର୍କଟ: ଚାକିରିଜୀବୀ ନିଜର କାମ ପୂରା କରିବା ପାଇଁ ଅଧିକ ପରିଶ୍ରମ କରିବାକୁ ହେବ।

ବେପାରର ଗତି ଭଲ ରହିବ।

ଟଙ୍କାପଇସା ନେବା ଦେବାରେ ସବାଧାନ ଅବଲମ୍ବନ କରନ୍ତୁ।

ଶିକ୍ଷାର୍ଥୀଙ୍କ ଲାଗି ଦିନଟି ଭଲ।

ସିଂହ: ଆପଣଙ୍କର କାମ ପ୍ରତି ଏକାଗ୍ରତା ଏବଂ ନିଷ୍ଠା ବଢ଼ିବ।

ଅଧୁରା ଥିବା ଯୋଜନା ପୁଣି ଆରମ୍ଭ ହୋଇଯିବ।

ବେପାରରେଅଧିକ ଲାଭ ପାଇବେ।

ନକାରାତ୍ମକ ଲୋକଙ୍କ ଠାରୁ ଦୂରେଇ ଯିବାର ସଫଳ ହେବେ। ‌ କନ୍ୟା: ଶୁଭ ସନ୍ଦେଶ ପାଇବେ।

ଅଧୁରା ଥିବା କାମ ପୂରା କରିବାରେ ବ୍ୟସ୍ତ ରହିବେ।

ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ।

ଧାର୍ମିକସ୍ଥାନକୁ ଯିବା ପାଇଁ ମନ ସ୍ଥିର କରିବେ।

ପେଟରୋଗ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇବେ।

ଆହୁରି ପଢ଼ନ୍ତୁ- Phuket-Delhi Air India flight crash: ଫୁକେଟ୍-ଦିଲ୍ଲୀ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା: ନିଦ ବଟିକା ଖାଉଥିଲେ ପାଇଲଟ୍ ତୁଳା: କୌଣସି ମାମଲା ନିର୍ଦ୍ଧାରିତ ସମୟ ପୂର୍ବରୁ ପୂରା କରିନେଲେ ଭଲ ପରିଣାମ ପାଇବେ।

ଧାର୍ମିକ କାର୍ଯ୍ୟରେ ଇଚ୍ଛା ବଢ଼ିବ।

ବଡ଼ଙ୍କର ଆଶୀର୍ବାଦ ମିଳିବା ଯୋଗୁଁ ଆପଣଙ୍କର ସକାରାତ୍ମକ ବଢ଼ିବ।

ବିଛା: ପୂରା ପରିଶ୍ରମରେ ନିଜର କାମ କରିବା ଯୋଗୁଁ ଭଲ ପରିଣାମ ପାଇବେ।

ଆପଣଙ୍କ କଥାରେ କାହାରିକୁ କଷ୍ଟ ନପହଞ୍ଚେ ତାର ଧ୍ୟାନ ରଖନ୍ତୁ।

ବିଦ୍ୟାର୍ଥୀ ଜୀବନରେ ବ୍ୟସ୍ତ ରହିବେ।

ଧନୁ: ବେପାରରେ ଅଧିକ ଲାଭ ପାଇବା ଯୋଗୁଁ ଉତ୍ସାହ ବଢ଼ିବ।

ଶୁଭ କାମ ଆରମ୍ଭ କରିବେ।

ଦାମ୍ପତ୍ୟ ଜୀବନ ଭଲ ରହିବ।

ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ କରିବା ପାଇଁ ପରିଶ୍ରମ ଜାରି ରଖନ୍ତୁ।

ମକର: ଆପଣଙ୍କ ଆଖପାଖରେ ସକାରାତ୍ମକ ଶକ୍ତି ବଜାୟ ରହିବ।

କୌଣସି ବଡ଼ ବ୍ୟବସାୟୀ ଗୋଷ୍ଠୀ ସହିତ ଭାଗୀଦାରି କରିବା ପାଇଁ ବିଚାର କରିବେ।

ଦିନସାରା ନିଜକୁ ସୁସ୍ଥ ସବଳ ଅନୁଭବ କରିବେ। ‌  କୁମ୍ଭ: ଘରର ବଡ଼ଙ୍କଠାରୁ କିଛି ପ୍ରେରଣା ପାଇବେ।

ଆପଣ ଯାହା ବି କାମ କରିବେ ସଫଳ ହେବେ।

ସମାଜରେ ଆପଣଙ୍କର ପ୍ରତିଷ୍ଠା ବଢ଼ିବ।

ସୁଖ ସମୃଦ୍ଧିରେ ବୃଦ୍ଧି ହେବ।

ବ୍ୟବହାର ସହଜ ବନାଇ ରଖନ୍ତୁ। ‌  ମୀନ: ନୂଆ ଜାଗାକୁ ବୁଲି ଯିବେ।

ନୂଆ ଜୀବନରେ ନୂଆ ପାଠ ଶିଖିବେ।

ଘର ଲୋକଙ୍କ ସହିତ ସମାରୋହ ସଂପର୍କ ବିଚାର କରିବେ।

କୌଣସି ବଡ଼ କାମ ଆରମ୍ଭ ଆପଣଙ୍କ ହାତରେ ହେବ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media