Hockey World Cup 2026: ବିଶ୍ବକପ୍‌ରେ ପାକିସ୍ତାନକୁ ଧୂଳି ଚଟାଇଲା ଭାରତ; ୧୬ ବର୍ଷ ପରେ ହୋଇଥିଲା ମୁକାବିଲା

Aug 19, 2026 - 20:46
Hockey World Cup 2026: ବିଶ୍ବକପ୍‌ରେ ପାକିସ୍ତାନକୁ ଧୂଳି ଚଟାଇଲା ଭାରତ; ୧୬ ବର୍ଷ ପରେ ହୋଇଥିଲା ମୁକାବିଲା

"ନୂଆଦିଲ୍ଲୀ: ଭାରତୀୟ ହକି ଦଳ ବୁଧବାର ନେଦରଲାଣ୍ଡସ୍‌ର ଆମ୍ସଟଲଭେନ୍‌ ଷ୍ଟାଡିୟମରେ ବିଶ୍ବକପ୍‌ ୨୦୨୬ର ପୁଲ-ଡି ମୁକାବିଲାରେ ପାକିସ୍ତାନକୁ ୫-୩ ଗୋଲରେ ପରାସ୍ତ କରିଛି।

ଭାରତ ଏବଂ ପାକିସ୍ତାନ ଟିମ୍‌ ମଧ୍ୟରେ ୧୬ ବର୍ଷର ଅପେକ୍ଷା ପରେ ବିଶ୍ବକପ୍‌ ମ୍ୟାଚ୍‌ ଖେଳାଯାଇଛି।

ଉଭୟଙ୍କ ମଧ୍ୟରେ ୨୦୧୦ରେ ବିଶ୍ବକପ୍‌ରେ ମୁକାବିଲା ହୋଇଥିଲା।

ସେହି ମ୍ୟାଚ୍‌ରେ ଭାରତ ୪-୧ଗୋଲ୍‌ରେ ପାକିସ୍ତାନକୁ ପରାସ୍ତ କରିଥିଲ।

ଏବେ ପୁଣି ପାକିସ୍ତାନକୁ ଭାରତ ପରାସ୍ତ କରି କୋଟିକୋଟି ଭାରତୀୟ ହକିପ୍ରେମୀଙ୍କ ହୃଦୟ ଜିତିଛନ୍ତି ଆମ ଖେଳାଳି।

ଏହି ବିଜୟ ସହିତ ଭାରତ ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିବା ବେଳେ ପାକିସ୍ତାନର ବିଦାୟ ହୋଇଛି।

Advertisment Lionel Messi: ବିଶ୍ବକପ୍‌ ପରେ ମେସିଙ୍କ ପ୍ରଥମ ଗୋଲ୍‌ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media