Heavy Rainfall: ବାତ୍ୟା ଅର୍ଣ୍ଣବ ପ୍ରଭାବ: ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା, ମୋହନାରେ ସର୍ବାଧିକ ୧୮୨.୪ ମିମି ରେକର୍ଡ

Oct 28, 2026 - 08:29
Heavy Rainfall: ବାତ୍ୟା ଅର୍ଣ୍ଣବ ପ୍ରଭାବ: ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା, ମୋହନାରେ ସର୍ବାଧିକ ୧୮୨.୪ ମିମି ରେକର୍ଡ

ଗଜପତି :ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି।

ଜିଲ୍ଲାର ୮ଟି ବର୍ଷା ମାପ କେନ୍ଦ୍ରର ତଥ୍ୟ ଅନୁଯାୟୀ, ମୋଟ ୯୬୯.୨ ମିଲିମିଟର ବର୍ଷା ହୋଇଥିବାବେଳେ ହାରାହାରି ବର୍ଷା ପରିମାଣ ୧୨୧.୧୫ ମିଲିମିଟର ରହିଛି।

ମୋହନା ବ୍ଲକ୍‌ରେ ସର୍ବାଧିକ ୧୮୨.୪ ମିଲିମିଟର ବର୍ଷା ହୋଇଛି।

Advertisment ଜରୁରୀକାଳୀନ କାର୍ଯ୍ୟାଳୟ (ଡିଇଓସି) ପକ୍ଷରୁ ସୂଚନା ସେହିପରି ପାରଳାଖେମୁଣ୍ଡିରେ ୧୪୦ ମିମି, ଗୁମ୍ମାରେ ୧୩୫ ମିମି, ଗୋଷାଣୀରେ ୧୨୮ ମିମି, ରାୟଗଡ଼ାରେ ୧୦୬.୨ ମିମି, କାଶୀନଗରରେ ୧୦୫.୮ ମିମି, ଆର୍‌.

ଉଦୟଗିରିରେ ୯୬.୮ ମିମି ଏବଂ ନୂଆଗଡ଼ରେ ୭୫ ମିମି ବର୍ଷା ରେକର୍ଡ ହୋଇଥିବା ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟାଳୟ (ଡିଇଓସି) ପକ୍ଷରୁ ସୂଚନା ଦିଆଯାଇଛି।

Cyclone: ଗଛ ପଡ଼ି ରାଜ୍ୟ ରାଜପଥ ଅବରୋଧ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)