Health: କ୍ଲିନିକାଲ୍‌ ପରୀକ୍ଷଣରେ ଜଲି ତୁଳସୀ ୫୧ ଡ୍ରପ୍‌ସ ଉତ୍ତୀର୍ଣ୍ଣ

Jul 28, 2026 - 21:35
Health: କ୍ଲିନିକାଲ୍‌ ପରୀକ୍ଷଣରେ ଜଲି ତୁଳସୀ ୫୧ ଡ୍ରପ୍‌ସ ଉତ୍ତୀର୍ଣ୍ଣ

"ଭୁବନେଶ୍ବର: ଜଲି ଫାର୍ମା ଇଣ୍ଡିଆର ରୋଗ ପ୍ରତିରୋଧକ ଶକ୍ତି ବର୍ଦ୍ଧକ ଓ ଶରୀରରୁ ବିଷାକ୍ତ ଉପାଦାନ ବାହାର କରିବାର ଉତ୍ପାଦ ଜଲି ତୁଳସୀ ୫୧ ଡ୍ରପ୍‌ସ କ୍ଲିନିକାଲ୍‌ ପରୀକ୍ଷଣରେ ଉତ୍ତୀର୍ଣ୍ଣ ହୋଇଛି।

ପରୀକ୍ଷଣ ବେଳେ ଜଣାପଡ଼ିଥିଲା ଯେ ଯେଉଁ ଲୋକମାନେ ଏହି ଡ୍ରପ୍‌ସ ବ୍ୟବହାର କରିଥିଲେ ସେମାନଙ୍କ ଶରୀରରେ ତାହାର ସକାରାତ୍ମକ ପ୍ରଭାବ ପଡ଼ିଥିଲା।

ଏହାକୁ ପୁରୁଷ, ମହିଳା ଓ ଶିଶୁ ବ୍ୟବହାର କରିପାରିବେ।

ପାଞ୍ଚ ପ୍ରକାର ତୁଳସୀ ଉପାଦାନରୁ ଏହାକୁ ପ୍ରସ୍ତୁତ କରାଯାଇଛି।

ଏହାର ନିୟମିତ ସେବନ ଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ।

ଏହାର ୩୦ ଏମ୍‌ଏଲ୍‌ ପ୍ୟାକ୍‌ର ଦାମ୍‌ ୧୮୩ ଟଙ୍କା ରହିଛି।

କମ୍ପାନି ପକ୍ଷରୁ କୁହାଯାଇଛି ଏହାର ସମସ୍ତ ଉତ୍ପାଦ ଗୁଣବତ୍ତା ମାନକ ଓ ଆୟୁର୍ବେଦିକ ପ୍ରମାଣ ଆଧାରରେ ପ୍ରସ୍ତୁତ କରାଯାଉଛି।Advertisment "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।